ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Madhya Pradesh

ଖେଳୁଥିବାବେଳେ ବୋରୱେଲରେ ଖସିପଡିଲା ୬…

ଇନ୍ଦୋର: ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ବୋରୱେଲରେ ଖସିପଡିଲା ଶିଶୁ। ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ରାତି ପ୍ରାୟ ୩ ଟା ବେଳେ ଜଣାପଡ଼ିଛି। ରେୱା କଲେକ୍ଟର ପ୍ରତୀଭା ପାଲଙ୍କ ଅନୁଯାୟୀ ପିଲାଟି ପ୍ରାୟ ୪୦ ଫୁଟ…

ହାତ ଛାଡି ବିଜେପିରେ ଯୋଗଦେବେ କି କମଲନାଥ…

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିରେ ହେବ କି ବଡ ପରିବର୍ତ୍ତନ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୧ ମୃତ,…

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଅଘଟଣ। ବାଣ କାରଖାନାରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଉଠିଲା କାରଖାନା। ବାଣ କାରଖାନାରେ ନିଆଁ ଲାଗିଥିବା ଯୋଗୁ ଏଯାବତ୍‌ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ସୂଚନା…

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ…

ମଧ୍ୟପ୍ରଦେଶ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି। ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ…

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ:…

ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା'ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ…

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍‌ ,…

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।  ଡିସେମ୍ବର ୩ ତାରିଖ ରବିବାର ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ।ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ…

ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮…

ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ…

ମଧ୍ୟପ୍ରଦେଶର ୨୩୦ ଆସନ ଓ ଛତିଶଗଡ଼ର ୭୦…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ଟି ଆସନ ସମେତ ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ଲାଗି ମୋଟ ୫.୬ କୋଟି ମତଦାତା ଭୋଟ ଦେବେ। ସେମାନଙ୍କ ମଧ୍ୟରେ ପ୍ରଥମଥର ଲାଗି ୨୩ ଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମଥର ଲାଗି ମତଦାନ…

ମଧ୍ୟପ୍ରଦେଶରେ ସରିଲା ନିର୍ବାଚନ ପ୍ରଚାର:…

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ…

ଉଜ୍ଜୟିନୀ ନାବାଳିକା ବଳାତ୍କାର ମାମଲା:…

ନୂଆଦିଲ୍ଲୀ: ଉଜ୍ଜୟିନୀରେ ଘଟିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସାରା ଦେଶ ସ୍ତବ୍‌ଧ ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନିକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ସିନ୍‌ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ…