ଆଜି ଧରାପୃଷ୍ଠକୁ ବିରାଜିବେ ଧନଦାତ୍ରୀ…
ଭୁବନେଶ୍ୱର: ପାର୍ବଣ ସରିଛି। ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ଏବେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିବେ ।ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ ପୁଣି କମ୍ପିବ ରାଜଧାନୀ ।…