ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Maa Durga

ଆସନ୍ତାକାଲି ମା’ ଦୁର୍ଗାଙ୍କର ଭସାଣ…

କଟକ: ଆସନ୍ତାକାଲି ମା’ ଦୁର୍ଗାଙ୍କର ଭସାଣ ଉତ୍ସବ। ଏ ନେଇ କିଭଳି ଭାବେ କଟକରେ ସୁରୁଖୁରୁରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି।ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ।ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହନ…

ନବଦୁର୍ଗା ଉପାସନାର ପର୍ବ ନବରାତ୍ରୀ

ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି।ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ ହିମାଳୟଙ୍କ କନ୍ୟା ଭାବେ ଜନ୍ମ…

ଶାରଦୀୟ ଦୁର୍ଗାପୂଜାର କ’ଣ ରହିଛି…

ବିଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃଶକ୍ତି। ଏହି ଦୃଷ୍ଟିରୁ ମାତୃଶକ୍ତିର ଉପାସନା ବହୁପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯଦ୍ୟପି ବୈଦିକ ସାହିତ୍ୟରେ ମୂର୍ତ୍ତିପୂଜାର ପ୍ରମାଣ ମିଳେ ନାହିଁ, ତଥାପି ଦେବୀସୂକ୍ତ ପରି କେତେକ ସୂକ୍ତ ଓ ମନ୍ତ୍ରରେ ଶକ୍ତିଙ୍କର ଅଲୌକିକ ମହିମା ଓ…

ଜଗତ୍‌ଜନନୀ ମା’ ଦୁର୍ଗା ଧାରଣା କରିଥିବା…

ଶକ୍ତିମୟୀ ଜଗତ୍‌ଜନନୀ ଦୁର୍ଗା। ଦୁର୍ଗା ସପ୍ତଶତୀ ଅନୁସାରେ, ଅସୁରଶକ୍ତିର ବିନାଶ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା, କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ତାହାର ମହତ୍ତ୍ବ।ତ୍ରିଶୂଳ: ଭଗବାନ ଶିବ ଦେବୀ…

ମା’ଦୁର୍ଗାଙ୍କ ଅନନ୍ୟ ଭକ୍ତ

ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଏ ସ୍ଥାନରେ ଚାଲିଛି ମା'ଙ୍କର ପୂଜାର୍ଚ୍ଚନା। ନବରାତ୍ରୀର ପ୍ରତ୍ୟେକ ଦିନ କିଛି ନା କିଛି ଗୁରୁତ୍ବ ବହନ କରେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ କଳସ ସ୍ଥାପନର ବିଶେଷ ମହତ୍ତ୍ଵ ରହିଛି। କଳସ ସ୍ଥାପନ କରି ମା'ଙ୍କୁ ରୀତିନୀତି ଅନୁସାରେ ଆବାହନ…