ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

LPG

ଘରୋଇ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା

ନୂଆଦିଲ୍ଲୀ : ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର। ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୧୦୩ ଟଙ୍କା ହୋଇଯାଇଛି। ପୂର୍ବରୁ ଏହାର ଦାମ ୧୦୫୩ ଟଙ୍କା ଥିଲା। ସେହିପରି କମର୍ସିଆଲ ସିଲିଣ୍ଡର ଦାମ ବି ବୃଦ୍ଧି କରାଯାଇଛି।…

ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା…

ନୂଆଦିଲ୍ଲୀ: ସରକାର ଦେଶବାସୀଙ୍କ ବୋଝ ଉପରେ ନଳିତା ବିଡା ଲଦିଛନ୍ତି। ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ଶନିବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ୧୪.୨…

ଅଢ଼େଇ ହଜାର ଛୁଇଁବ ଏଲପିଜି ସିଲିଣ୍ଡର ଦର…

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍ ବା ଏଲ୍‌ପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ମହଙ୍ଗା ବଜାର ଭିତରେ ଦେଶରେ ଏବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅକାଶଛୁଆଁ ହୋଇଛି। ଦର ଏବେ ସିଲିଣ୍ଡର ପିଛା ଅଢ଼େଇ ହଜାର ଟଙ୍କା ଛୁଇଁବାକୁ ଯାଉଛି । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ…

ଖାଉଟିଙ୍କୁ ଡ଼ବଲ ଝଟକା: ପେଟ୍ରୋଲ ଓ…

ନୂଆଦିଲ୍ଲୀ: ମଙ୍ଗଳବାର ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇବା ପରେ ଏଲପିଜି ବା ରନ୍ଧନ ଗ୍ଯାସର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଏଣିକି ୯୪୯.୫୦ ଟଙ୍କା ଦିଲ୍ଲୀରେ…

୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ…

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।…

ଦୀପାବଳିରେ ଲାଗିବ ବଡ ଝଟକା; ପୁଣି…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ, ଏଲ୍‌ପିଜି ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦିନକୁ ଦିନ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ବଜାର ମହଙ୍ଗା ହେବାର ଫଳ ଭୋଗୁଛି ବିଚରା ଖାଉଟି | ଏହି ମହଙ୍ଗା ମାଡ଼ରେ ବେହାଲ ହୋଇଯାଉଥିବା ଖାଉଟିଙ୍କୁ ଆଗକୁ ନିସ୍ତାର ମିଳିବା ସମ୍ଭାବନା କମ୍ । କାରଣ ଖୁବ୍‌ଶୀଘ୍ର…

ଗ୍ରାହକଙ୍କୁ ଝଟକା : ପୁଣିଥରେ ବଢିଲା…

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା…