ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Lord Lingaraj

୩ ଦିନ ଖାଡା ଉପାସ ରହିବା ପରେ ମହାପ୍ରଭୁ…

ଭୁବନେଶ୍ୱର: ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଖାଡା ଉପାସ ରହିବା ପରେ ଶ୍ରୀଲିଙ୍ଗରାଜଙ୍କ ପାଖରେ ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା…

ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ…

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବାୟତ ବିବାଦ ପ୍ରସଙ୍ଗ। ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର। ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ପ୍ରଭୁ ଲିଙ୍ଗରାଜଙ୍କର ଯେତେ ଯାତ, ସେତେ…

ଭୁବନେଶ୍ୱର(ଦତ୍ତାତ୍ରେୟ ନାୟକ): ବ୍ରହ୍ମଲିଙ୍ଗଙ୍କଠାରେ ଲାଗି ନୈବେଦ୍ୟ ମହାପ୍ରସାଦର ମାନ୍ୟତା ପାଇଛି। ଯାହା ଦେବ ଭୋଗ୍ୟ; ହରି, ହର ଓ ବ୍ରହ୍ମାଙ୍କର ଅତି ପ୍ରିୟ ତାହାକୁ ମହାପ୍ରସାଦ ବ୍ୟତିରେକ ଅନ୍ୟ କିଛି କୁହାଯାଇପାରିବ ନାହିଁ। ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠ ତଥା ମହାପ୍ରଭୁ ଲିଙ୍ଗରାଜଙ୍କ…

ଜମିଲା ଦେବ ବିବାହ, କେଦାରଗୌରୀ…

ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ…

କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ…

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର…