ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

loot

ପୁଣି ବିବାହ ମଣ୍ଡପରୁ ଲୁଟ୍: ଲକ୍ଷାଧିକ…

ଭୁବନେଶ୍ବର: ପୁଣି ବିବାହ ମଣ୍ଡପରୁ ଲୁଟ୍। କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ଏକ ବାହାଘର ହୋଇଥିଲା। ଏହି ସମୟରେ ଅଜଣା ଦୁର୍ବୃତ୍ତ ଆସି ସୁନା ଗହଣା, ଟଙ୍କା ଓ ଗିପ୍ଟ ନେଇଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଗିପ୍ଟ ଚୋରି ଅଭିଯୋଗ ନେଇ ଝିଅର ବାପା ବଡଗଡ଼…

ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ…

ଭୁବନେଶ୍ବର: ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ଲୁଟର ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୁଲିସ ।ସୂଚନା ଅନୁଯାୟୀ, ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଚାଲିଚାଲି…

ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ…

ସମ୍ବଲପୁର: ସମ୍ବଳପୁରରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦପଲାରେ ଏକ ଅଳଙ୍କାର ଦୋକାନରେ ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ…

ରାଜଧାନୀରେ ପୁଣି ଲୁଟ୍: ଶୋଇଥିବା ବେଳେ…

ଭୁବନେଶ୍ବର: ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍ । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ଆସିଛି । ଘରେ ଶୋଇଥିବା ବେଳେ ଭୋର ୫ଟା ସମୟରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟ୍…

ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା…

ପୁରୀ: ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର ଭିତରୁ ଚୋରି । ମନ୍ଦିର ଭିତରେ ଥିବା ଚଳନ୍ତି ପ୍ରତିମା ମଦନମୋହନ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ବହୁ ମୂଲ୍ୟ ସୁନା ରୁପା ଅଳଙ୍କାର ସମେତ ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା…

ଆପାର୍ଟମେଣ୍ଟରୁ ସିରିଜ ଲୁଟ୍‌, ୫ଟି…

ଭୁବନେଶ୍ବର: ପୁଣି ମାତିଲେ ଲୁଟେରା। ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳରୁ ସିରିଜ ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ଏକକାଳୀନ ୫ଟି ଫ୍ଲାଟରୁ ଲୁଟ ହୋଇଥିବା ନେଇ ପୁଲିସ କହିଛି। ତାଲା ଭାଙ୍ଗି ଟଙ୍କା ଓ…

ଲୁଟ ହୋଇଥିବା ଜିନିଷକୁ ମାଲିକମାନଙ୍କୁ…

ଭୁବନେଶ୍ୱର: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ । ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି ।  ୨୭ ମଟର ସାଇକେଲ ଓ ୮୧ ମୋବାଇଲ ଫେରାଇଲା ପୋଲିସ । ଖଣ୍ଡଗିରି, କ୍ୟାପିଟାଲ, ସହିଦନଗର,…

ସୁଯୋଗ ଦେଖି କଳାକନା ବୁଲାଇଲା ଘର…

ଭୁବନେଶ୍ବର: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ !  ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲୀ ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। ଏହି ଚୋରିର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଝାରପଡ଼ା ଜଗନ୍ନାଥ ନଗରରେ ବିଭୁ ପ୍ରସାଦ…

ପୁଲିସ କବଜାରେ ପୋଡା ପୁନିଆ ଗ୍ୟାଙ୍ଗ:…

ଭୁବନେଶ୍ବର: ପୁଲିସ କବଜାରେ ପୋଡା ପୁନିଆ ଗ୍ୟାଙ୍ଗ । ଦିନରେ ରଙ୍ଗ କାମ କରୁଥିଲେ ଆଉ ରାତିରେ ରଚୁଥିଲେ କ୍ରାଇମର ବ୍ଲୁ ପ୍ରିଣ୍ଟ । ଗତ ଅକ୍ଟୋବର ୨୦ ତାରିଖରେ ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ବାଗ ପ୍ଲଟ ନମ୍ବର ୬୯୨/ଇ ରେ ଥିବା ସୁରଞ୍ଜନ ଦାସଙ୍କ ଘରୁ ଲୁଟ ହୋଇଥିଲା। ଘରେ କେହି ନଥିବା ସମୟରେ ୧୫ ଲକ୍ଷ…

ଆଠଗଡ଼ରେ ଟଙ୍କା ଭର୍ତ୍ତି ଭ୍ୟାନ୍ ଲୁଟ୍…

ଆଠଗଡ଼: ଆଠଗଡ଼ରେ ବନ୍ଧୁକ ମୁନରେ ATM ଟଙ୍କା ଭର୍ତି ଭ୍ୟାନ ଲୁଟ୍ ଘଟଣା । ପାଞ୍ଚଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି । ଗତକାଲିଠାରୁ ବିଭିନ୍ନ ସନ୍ଦେହଜନକ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼କୁ ସନ୍ଦେହରେ ତିଗିରିଆ…