ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Lok Sabha

ଜନହିତ ଟାଇମ୍ସର ପ୍ରାକ୍‌‌ ନିର୍ବାଚନୀ…

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିବ ଅକଳ୍ପନୀୟ ସଫଳତା। ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଚମକପ୍ରଦ ବିଜୟ ହାସଲ କରିବ। ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୮ଟି ଆସନ ମିଳିବ। ସେହିପରି ବିଜେପିକୁ ମାତ୍ର ୨ଟି ଏବଂ ପୂର୍ବପରି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଦେଶର…

ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହେଲା…

ଭୁବନେଶ୍ବର: ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା…

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ…

ନୂଆଦିଲ୍ଲୀ: ମଣିପୁର ମହାବିତର୍କ । ଲୋକସଭାରେ ଏନଡିଏ ଭର୍ସେସ ଇଣ୍ଡିଆ । ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ କାହିଁକି…

ପୁଣି ସରଗରମ ହେବ ସଂସଦ: ଆଜି ଆସିପାରେ…

ନୂଆଦିଲ୍ଲୀ: ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିଲା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ମଣିପୁର ପ୍ରସଙ୍ଗ…

କାହିଁକି ବଦଳିଲାନି ନୂତନ ସଂସଦରେ…

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାର୍ମିକ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ନୂତନ ସଂସଦ…

ଦରବୃଦ୍ଧିର ପ୍ରତିବାଦ: ଲୋକସଭା ଗୃହରେ…

ନୂଆଦିଲ୍ଲୀ: ଦରବୃଦ୍ଧି ଏବଂ ଜିଏସଟି ପ୍ରସଙ୍ଗକୁ ନେଇ ସୋମବାର ବିରୋଧୀ ସଂସଦରେ ହଙ୍ଗାମା କରିଛନ୍ତି। ପେନସିଲ ଠାରୁ ମ୍ୟାଗି ପର୍ଯ୍ୟନ୍ତ ଏବେ ଅନେକ ଜିନଷ ପାଇଁ ଆମକୁ କଷ୍ଟ ସହିବାକୁ ପଡ଼ୁଛି ବୋଲି ଗତକାଲି ଉତ୍ତରପ୍ରଦେଶର ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ପିଲାଟିଏ ନିଜ ହାତରେ ଚିଠି ଲେଖି…

ଲୋକସଭା ପରେ କୃଷି ଆଇନ୍‌ ପ୍ରତ୍ୟାହାର…

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ରାଜ୍ୟସଭା ବି ଏହି ବିଲ୍‌ ଉପରେ ମୋହର ମାରିଛି। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିନା ଆଲୋଚନାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ ପାରିତ ହୋଇଯାଇଛି । ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ଏହି…

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ…

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ପାରିତ ହୋଇଛି କୃଷି ଆଇନ ଉଛେଦ ବିଲ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିଥିବା ବେଳେ ବାଚନିକ ଭୋଟରେ ବିଲ୍…