ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି,…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି।-ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ…