ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Lingaraj temple

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ…

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଜାଗର। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହା ଶହ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଜି ଏ ନେଇ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ୨୦୨୪ ନିମନ୍ତେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ…

ଆସନ୍ତାକାଲିଠୁ ସକାଳୁ ମିଳିବ…

ଭୁବନେଶ୍ୱର: ଶନିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା ।  ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢ଼଼ା କିଣିପାରିବେ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ।…

ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ…

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବାୟତ ବିବାଦ ପ୍ରସଙ୍ଗ। ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର। ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ପ୍ରଭୁ ଲିଙ୍ଗରାଜଙ୍କର ଯେତେ ଯାତ, ସେତେ…

ଭୁବନେଶ୍ୱର(ଦତ୍ତାତ୍ରେୟ ନାୟକ): ବ୍ରହ୍ମଲିଙ୍ଗଙ୍କଠାରେ ଲାଗି ନୈବେଦ୍ୟ ମହାପ୍ରସାଦର ମାନ୍ୟତା ପାଇଛି। ଯାହା ଦେବ ଭୋଗ୍ୟ; ହରି, ହର ଓ ବ୍ରହ୍ମାଙ୍କର ଅତି ପ୍ରିୟ ତାହାକୁ ମହାପ୍ରସାଦ ବ୍ୟତିରେକ ଅନ୍ୟ କିଛି କୁହାଯାଇପାରିବ ନାହିଁ। ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠ ତଥା ମହାପ୍ରଭୁ ଲିଙ୍ଗରାଜଙ୍କ…

ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ…

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ…

ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ; ପ୍ରଭୁ…

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏହାପୂର୍ବରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା଼…

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ…

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ…

ଭୁବନେଶ୍ୱର: ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଡିଡଅ ୩ ଦିନ ଧରି ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ଆଜି ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ ।…

ତୁଟି ପାରୁନି ବିବାଦ: ତୃତୀୟ ଦିନ ପାଇଁ…

ଭୁବନେଶ୍ୱର: ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଅଛନ୍ତି ଦେବ ଦେବ ମହାଦେବ। ତେବେ ସାହାଣ ମେଲା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଅନ୍ନ ଭୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ମନ୍ଦିରରେ। ଅଛୁଆଁ ଭୋଗକୁ ଅମୁଣିଆ…