ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Lightning Strike

ଗଛ ତଳେ ଆଶ୍ରୟ ହେଲା କାଳ: ବଜ୍ରାଘାତରେ…

ବୌଦ୍ଧ: ଗଛ ତଳେ ରହିବା ହେଲା କାଳ। ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ଘରକୁ ଫେରିବା ସମୟରେ ବୌଦ୍ଧ ଥାନା ପିଙ୍ଗଲବେଡା ସୁରସନାଲି ଠାରେ ବଜ୍ରପାତ ହୋଇଥିଲା। ମୃତକ ଜଣକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁ । ଆହତ ତିନିଜଣ ହେଲେ ବାଲାକିରା ଗ୍ରାମର କରଣ ପ୍ରଧାନ…

ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅରେଞ୍ଜ…

ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି,…

ପ୍ରଚଣ୍ଡ ଘଡଘଡି ମାରିବାରୁ ଖସିପଡ଼ିଲା…

ଭୁବନେଶ୍ବର: ଘଡଘଡି ଓ ବିଜୁଳି ଶବ୍ଦରେ ଖସିଲା ମନ୍ଦିରର ଦଧିନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ…

ବଜ୍ରାଘାତରେ ୧ ମୃତ ,୨ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ। ଓ ଆହତ ଦୁଇ ଆହତ ହେଲେ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ…

ବର୍ଷକରେ ୧୯୪ ପ୍ରାକୃତିକ ବିପର୍ଯ୍ୟୟ…

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି…

ବଜ୍ରାଘାତରେ ଜଣେ ଛାତ୍ର ମୃତ, ୨ ଗୁରୁତର

ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ ଛାତ୍ର ଜଣକ ନରେଶ ନାୟକଙ୍କର ପୁଅ ସର୍ବେଶ୍ଵର ନାୟକ (୧୦)। ସେହିପରି ଆହତ ଦୁଇ ୨ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ…

ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ…

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ…

ବଜ୍ରଘାତରେ ଜଣେ ମୃତ, ୩ ଆହତ

ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ସୂଚନା ଅନୁଯାୟୀ, ଖଲ୍ଲିକୋଟ…

ଚାଷ କାମ ସାରି ଘରକୁ ଫେରୁଥିବାବେଳେ…

ଜଳେଶ୍ବର: ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ଜଳେଶ୍ୱର ବ୍ଲକ କୁଆଁରପୁର ଗ୍ରାମର ଜଣେ ଚାଷୀଙ୍କର ବଜ୍ରାଘାତରେ ଜୀବନ ଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଥାନା କୁଆଁରପୁର ଗ୍ରାମର ଭାନୁଚରଣ ପାତ୍ର (ବୟସ ୫୫) ବିଲରୁ ଚାଷ କାମ ସାରି ଘରକୁ ଫେରୁ ଥିବା ସମୟରେ ହଠାତ…