ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Lavlina

ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ…

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା । ସେମିରେ ତୁର୍କୀର ସୁରମେନେଲୀଙ୍କ ଠାରୁ ୫-୦ରେ ପରାସ୍ତ ହେବା ପରେ ବ୍ରୋଞ୍ଚ ପଦକରେ ଲଭଲିନାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।