ଯୁବରାଜଙ୍କୁ ପଛରେ ପକାଇ କ୍ରିସ୍…
ଚେନ୍ନାଇ : ଆଇପିଏଲ୍ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡର କ୍ରିସ୍ ମୋରିସ୍ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ଚେନ୍ନାଇରେ ଚାଲିଥିବା ଆଇପିଏଲ୍-୧୪ର ଅକ୍ସନରେ କ୍ରିସ୍ ମୋରିସ୍ଙ୍କୁ ସବୁଠୁ ଅଧିକ ଦାମରେ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ।…