ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Koraput

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଏହା ପରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ…

ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ…

କୋରାପୁଟ : ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ ।…

ଅପ୍ରେସନ ଗ୍ରୀନକ୍ଲିନ: ୪ ଏକର ଗଞ୍ଜେଇ…

କୋରାପୁଟ: ଆରମ୍ବ ହେଲା ଅପ୍ରେସନ ଗ୍ରୀନକ୍ଲିନ । ପୁଣି ପୁଲିସର କଡାପଦକ୍ଷପ ନେଇ ଆରମ୍ଭ ହୋଇଛି ଅପ୍ରେସନ ଗ୍ରୀନକ୍ଲିନ । ମାଛକୁଣ୍ଡ ପୋଲିସ କଣ୍ଟା ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିବା ଅଭିଯାନ କରିଛନ୍ତି। କୋରାପୁଟ ପୋଲିସ, ଡି ବି ଏଫ, ବନବିଭାଗ ସ୍ଥାନୀୟ ମାଜିଷ୍ଟେଡ଼ଙ୍କ ଉପସ୍ଥିତିରେ…

କୋଟିଆକୁ ହାତେଇବାକୁ ପୁଣି ଆନ୍ଧ୍ରର ନୂଆ…

ପଟ୍ଟାଙ୍ଗି: ପୁଣି କୋଟିଆକୁ ହାତେଇବାକୁ ଆନ୍ଧ୍ର ନୂତନ ଚାଲ୍ ଆପଣାଇଥିବା ନଜରକୁ ଅସିଛି। କୋଟିଆକୁ ନିଜର ବୋଲି ଦାବି କରିବାକୁ ଓଡ଼ିଶା ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ନିର୍ମିତ ଗୃହକୁ ରଙ୍ଗଦେଇ ଆନ୍ଧ୍ରର ଡାକଘର କୋଟିଆରେ ଥିବା ଦର୍ଶାଇବାକୁ ଷଡଯନ୍ତ୍ରପାଇ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି…

ଜଗନ୍ନାଥ ଆଚାରୀଙ୍କୁ ନୂଆ ପରିଚୟ ଦେଇଛି…

କୋରାପୁଟ (ସୁବୋଧ ଚେଟ୍ଟି): ମାଣ୍ଡିଆର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ କିଛି ବର୍ଷ ହେବ ମିଲେଟ୍‌ ମିଶନ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ଜଳବାୟୁ ସହ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ…

ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଦୁଇଟି…

କୋରାପୁଟ: ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । କେ କେ ରେଳ ଲାଇନର କୋରାପୁଟ ଜୟପୁର ମଧ୍ୟରେ ଥିବା ଜରଟି ଷ୍ଟେସନ ନିକଟରୁ ଏହି ଦୁଇଟି ମୃତଦେହ ଉଦ୍ଧାର ହୋଇଛି ।ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିସ୍ତଲ, ହାତ ଘଣ୍ଟା, ମୋବାଇଲ୍ ଫୋନ୍ ଏଵଂ ରୁଦ୍ର ପ୍ରସାଦ ମହାନ୍ତି ଲେଖାଥିବା ଏଟିଏମ୍…

ଆଜି ଆଉ ୩ଟି ଜିଲ୍ଲାରେ ‘ଆମ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ଆଉ ୩ଟି ଜିଲ୍ଲାକୁ ସାମିଲ କରାଯିବ । କୋରାପୁଟ, ନୂଆପଡ଼ା ଓ ଯାଜପୁର ଜିଲ୍ଲାକୁ ଏହି ଯୋଜନାରେ ଆଜି ସାମିଲ କରାଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ…

କାର ସହ ୧୦୧ କିଲୋ ଗଞ୍ଜେଇ ଜବତ, ଡ୍ରାଇଭର…

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ସଫଳତା । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ । ମାଛକୁଣ୍ଡ ପୁଲିସ୍ ଦ୍ୱାରା ଲମତାପୁଟ ବ୍ଲକ ବଦଳିଗୁଡ଼ା ଜଙ୍ଗଲ ନିକଟରୁ ଏକ କାର୍ ସହ ୧୦୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଛି । ମାତ୍ର ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି ।ମାଛକୁଣ୍ଡ…

କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି…

କୋରାପୁଟ(ସୁବୋଧ କୁମାର ଚେଟ୍ଟୀ): କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ, ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲା ଓଡ଼ିଶାର କାଶ୍ମୀର ଭାବେ ପରିଚିତ। ନିର୍ମାଣାଧୀନ ଭାରତମାଳା ଜାତୀୟ ରାଜପଥର ଟନେଲ ରୋଡ଼…

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ…

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ଏହା ସହିତ କୋରାପୁଟ ଜିଲ୍ଲା ପାଇଁ ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ…