ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର…
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟ୍ଟୀ । ଦୀର୍ଘ ୩ ବର୍ଷଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ ଆଜି ପତି ପତ୍ନୀରେ ପରିଣତ ହୋଇଛି । ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ହାତଗଣ୍ଠି ପଡ଼ିଛି…