Browsing Tag

Kishore Bhai Hotel

ମାଟିରେ ମିଶିଲା ରାଜଧାନୀର ଚର୍ଚ୍ଚିତ…

ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ୍ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଦୁଇ ଦିନ ପୂର୍ବେ କିଶୋରଙ୍କ ମଟନ ଦୋକାନ ଉପରେ ଚଢାଉ କରିଥିଲା ବିଏମସି…