Browsing Tag

Khurda

ପୁଣି ଜବତ ହେଲା ଗୋରୁ ମାଂସ ବୋଝେଇ ଟ୍ରକ

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକରେ ଗୋରୁମାଂସ ବୋଝେଇ ଟ୍ରକ ଜବତ କରାଯାଇଛି। ସଦର ଥାନା ଏହି ଗାଡି ଜବତ କରିଛି। ପୁଲିସ ଗାଡି ଜବତ କଲାବେଳେ ଅଭିଯୁକ୍ତ ଗାଡି ଛାଡି ପଳେଇଛନ୍ତି।ଏହି ଗୋରୁମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି। କିଛିଦିନ ତଳେ ରାମେଶ୍ୱର…

ଫେସବୁକର ଅଜଣା ଯୁବତୀଙ୍କ ପ୍ରେମରେ ଅନ୍ଧ…

ବାଲୁଗାଁ: ମୋବାଇଲ ବିନା ଚଳିବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇପଡ଼ିଛି। ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଖାସ କରି ଯୁବପିଢି ଏହି ମୋବାଇଲର ସାମାଜିକ ଗଣମାଧ୍ୟମରେ ବାୟା। ଏଭଳି ପରିସ୍ଥିତି ଉପୁଜିଛି ଯେ ସାମାଜିକ ଗଣମାଧ୍ୟମ ବିନା ଲୋକେ ବଞ୍ଚିବା କଷ୍ଟକର ହୋଇପଡିଛି।…

ଟାଂଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର…

ଟାଂଗୀ :ଆଜି ସନ୍ଧ୍ୟା ସମୟରେ ଟାଂଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ସୁଭାସିଶ ଷଢଙ୍ଗୀ ଜଣେ ରୋଗୀକୁ ଆଉଟଡୋରରେ ଚିକିତ୍ସା କରୁଥିବା ସମୟରେ ଅନ୍ୟ ଜଣେ ରୋଗୀଙ୍କ ସ୍ବାମୀ ପହଞ୍ଚି ତାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା କରିବାକୁ କହିଥିଲେ ତେବେ ଏହି ସମୟରେ ଉତ୍ୟକ୍ତ ଯୁବକ ତାଙ୍କ ସହିତ ଆସିଥିବା…

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧…

ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ…

ଗୋରୁ ବୋଝେଇ ଟାଟା ଏସିଇ ଜବତ; ୧୦ଗୋରୁ…

ଖୋର୍ଦ୍ଧା: ଗୁରୁବାର ବାଘମାରୀ ଛକ ଉପରୁ ବାଘମାରି ପୁଲିସ ଏକ ଗୋରୁ ବୋଝେଇ ଟାଟାଏସିଇ ଗାଡିକୁ ଜବତ କରିଛି । ଗାଡିରେ ଥିବା ୧୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ମମତାଜ ଖାନ ୩୧) । ସୂଚନା…

୧୭୩ ଲିଟର ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ

ବାଲୁଗାଁ : ଲକଡାଉନ ଏବଂ ସଟଡାଉନ ସମୟରେ ମଦ କେବଳ ହୋମ ଡେଲିଭରୀ ଥିବା ବେଳେ ଏହାର ସୁଯୋଗ ନେଇ କଛି ଚୋରା ମଦ ବେପାରୀ ବେଧଡକ୍ ମଦ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ କଡାନଜର ରଖି ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି କରି ସେଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ…

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା…

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ଅନ୍ତର୍ଗତ ବିଧାରପୁର ଗ୍ରାମରେ ଶୁକ୍ରବାର ସକାଳେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ନେଇ ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାବତ୍…

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,…

ଖୋର୍ଦ୍ଧା : ଅଧିକ ଯୌତୁକ ଦାବୀରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ମୋ ଭଉଣୀ ଛବିନାକୁ ମାରିଦେଲେ ବାହାଘର ବେଳେ ୫୫ହଜାର ଟଙ୍କା ଯୌତୁକ ସମେତ ୬ଲକ୍ଷ ଟଙ୍କାର ଆସବାବପତ୍ର ଦେଇଥିଲୁ । ମାତ୍ର ତଥାପି ସେମାନଙ୍କ ମନ ବୁଝିଲାନି ଯେ,ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇ ଚାଲିଲେ । ଶେଷରେ ମୋ ଭଉଣୀକୁ ଶାଶୁଘର…

୧୪ଶହ ପ୍ଯାକେଟ ଚୋରା ଦେଶୀ ମଦ ବୋଝେଇ ଅଟୋ…

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ୧୪ ଶହ ପ୍ଯାକେଟ ଚୋରା ଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ବାଲୁଗାଁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଖବର ଅନୁଯାୟୀ ରବିବାର ବାଲୁଗାଁ ଆଇଆଇସି ରମାକାନ୍ତ…

୬୦୦୦ ଲିଟର ଚୋରା ପେଟ୍ରୋଲୀୟମ ପଦାର୍ଥ…

ଖୋର୍ଦ୍ଧା: ବେଆଇନ ଭାବେ ଗଛିତ ରଖି ଚୋରା ଚାଲାଣ କରାଯାଉଥିଲା କେରୋସିନ, ପେଟ୍ରୋଲ, ଡିଜେଲ ଭଳି ପେଟ୍ରୋଲିୟମ ପଦାର୍ଥ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀ ପୋଲିସ ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାର ପିତାପଲ୍ଲୀର ଏକ ଗୋଦାମ ଘରେ ଚଢ଼ାଉ କରି ଡ୍ରମ ଡ୍ରମ ଭର୍ତି ପେଟ୍ରୋଲିୟମ ପଦାର୍ଥ…