ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ…
ନୟାଗଡ଼ : ନୟାଗଡ଼ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । କିଛିଦିନ ତଳେ ଦଶପଲ୍ଲା ଓ ନୂଆଗାଁ ପୁଲିସ ଗଞ୍ଜେଇ ଜବତ କରିଥିବା ବେଳେ ନୟାଗଡ଼ ଟାଉନଥାନା ପୁଲିସ ଆଜି ଗଞ୍ଜେଇ ଜବତ କରିଛି । କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର, କଟକ…