ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Khandagiri

ସରିଲା ଖଣ୍ଡଗିରି କୁମ୍ଭମେଳା, ନାଗା…

ଭୁବନେଶ୍ବର: ସରିଲା ଖଣ୍ଡଗିରି କୁମ୍ଭମେଳା । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼।…

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା; ଭିଡ଼…

ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି…

ଚଳଚଞ୍ଚଳ ଖଣ୍ଡଗିରି ପାଦଦେଶ: ଏଥର ୫ଶହରୁ…

ଭୁବନେଶ୍ୱର: ଚଳଚଞ୍ଚଳ ହୋଇଉଠିଲାଣି ଖଣ୍ଡଗିରି ପାଦଦେଶ। ଆସନ୍ତା ୧୬ ତାରିଖରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବ କୁମ୍ଭମେଳା। ଦୂରଦୂରାନ୍ତରୁ ସାଧୁସନ୍ଥଙ୍କ ଆଗମନ ହେଉଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଧୁସନ୍ଥ ବସିବା ସ୍ଥାନକୁ ସଫାସୁତୁରା…

ବାଜିଲା ବିଗୁଲ୍‌: ୧୬ରୁ କୁମ୍ଭ ମେଳା,…

ଭୁବନେଶ୍ୱର: ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ…

ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା…

ଖଣ୍ଡଗିରି: ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ୯୭ ଲକ୍ଷ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ପାୟଲ ମହାପାତ୍ରର ପ୍ରେମିକ ତଥା ଘଟଣାର ଅନ୍ୟତମ ଅଭିଯୁକ୍ତ ବିକାଶ କୁମାରକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସୂଚନା ଅନୁଯାୟୀ, ବିକାଶକୁ ଧରିବା ପାଇଁ ଏସଆଇ…

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ଦେଉଥିଲେ…

ଖଣ୍ଡଗିରି: ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲା ଥାଇ ଦ୍ଵିତୀୟ ବିବାହ କରିବା ରସିକିଆ ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମ ସ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରସିକିଆ ସ୍ବାମୀ ଓ ତା'ର ଦ୍ୱିତୀୟ ପତ୍ନୀ ତଥା ଶାଳୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ତମାଣ୍ଡୋ ଅଞ୍ଚଳରେ…

ହୋମଯଜ୍ଞରେ କମ୍ପିଲା କୁମ୍ଭମେଳା: ସାଧୁମୟ…

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା। ଏହିକ୍ରମରେ ଖଣ୍ଡଗିରି ପାଦଦେଶରେ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି। ଦେଶ ବିଦେଶରୁ ଆସିଥିବା ୨ ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆଜି ନିଜନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ସାରାବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗ ଦେଇସାରିଲେଣି। ଏଥର…

ଏ ବର୍ଷ ମଧ୍ୟ ହୋଇ ନପାରେ ଖଣ୍ଡଗିରି ମାଘ…

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରରେ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ବର୍ଷ ମଧ୍ୟ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା । ରାଜ୍ୟରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା…

ଖଣ୍ଡଗିରି ଓଭରବ୍ରିଜ୍‍ ରେ ଗଲା ଆଉ ଏକ…

ଭୁବନେଶ୍ୱର : ଖଣ୍ଡଗିରି ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୂରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ। ଶୁକ୍ରବାର ଅପରାହ୍ଣରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ୍‍ ଚାଳକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀର ଅଜୟ ପରିଡ଼ା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି…