ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

kerala

ସୁସ୍ଥହେଲେ ଭାରତର ପ୍ରଥମ ମଙ୍କିପକ୍ସ…

କେରଳ: ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ ମଙ୍କିପକ୍ସ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେରଳ କୋଲ୍ଲାମର ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରଥମେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ ଥିରୁଓ୍ବନନ୍ତପୁରମ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ…

କେରଳରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ

ଥିରୁଅନନ୍ତପୁରମ: କେରଳରେ ପ୍ରଥମ ମଙ୍କିପକ୍ସ କେସ୍ । ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ ବିଦେଶରୁ ଫେରିଥିଲେ । ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ…

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା ଲାଗି ରହିଛି । ପୂର୍ବରୁ…

କେରଳରେ ‘ଟମାଟୋ ଫ୍ଲୁ’: ୮୦ରୁ ଊର୍ଦ୍ଧ୍ବ…

ତିରୁଅନନ୍ତପୁରମ : କରୋନା ପରେ କେରଳରେ ଟମାଟୋ ଫ୍ଲୁର ଆତଙ୍କ ଦେଖାଦେଇଛି। କେରଳର ବହୁ ଜିଲ୍ଲାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ବୟସ ୫ ବର୍ଷରୁ କମ୍‌ ବୟସର ୮୦ରୁ ଊର୍ଦ୍ଧ୍ବ ଶିଶୁ ଏଥିରେ ସଂକ୍ରମିତ ହେଲେଣି। ଏହା ଜଣାପଡିବା ପରେ ମେଡିକାଲ ଟିମ୍‌କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି।…

୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି…

ନୂଆଦିଲ୍ଲୀ: ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଏହି ଘଟଣାଟି କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି । ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନ…

ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ,…

ଥିରୁବନନ୍ତପୁରମ୍: ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ ଭୋଜି ହଣ୍ଡାରେ ବସି ମଣ୍ଡପକୁ ଗଲେ ବର-କନ୍ୟା। ଏପରି ନିଆରା ଢଙ୍ଗରେ ମଣ୍ଡପରେ ପହଞ୍ଚି ବୈଦିକ ରୀତିନୀତି ଅନୁଯାୟୀ ବିବାହ କଲେ ଉଭୟ ବର- କନ୍ୟା। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।  ଆଜିର ଯୁଗରେ ବିବାହକୁ ସମସ୍ତେ ବେଶ ଧୁମ୍‌ଧାମରେ କରିବାକୁ…

ରହସ୍ୟମୟ ମନ୍ଦିର; ଭୋଗ ନ ଲାଗିଲେ…

ଆମ ଦେଶରେ ଏପରି କିଛି ରହସ୍ୟମୟ ମନ୍ଦିର ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ସମାଧାନ କରିପାରିନାହାଁନ୍ତି । ଏଭଳି ଏକ ରହସ୍ୟମୟ କୃଷ୍ଣ ମନ୍ଦିର କେରଳର ଥିରୁଭରପ୍ପୁଠାରେ ଅବସ୍ଥିତ। ଏହି ପ୍ରସିଦ୍ଧ ମନ୍ଦିର ପ୍ରାୟ ୧୫୦୦ ବର୍ଷ ତଳର ବୋଲି ବିଶ୍ଵାସ କରାଯାଏ। ଅନେକ କିମ୍ବଦନ୍ତୀ ଏହି ମନ୍ଦିର ସହ…

ବିଶ୍ବର ପ୍ରଥମ ଶତପ୍ରତିଶତ ପରିବେଶ…

ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଇଞ୍ଜିନ୍ ଚାଳିତ ଗାଡ଼ି ମଟରର ବ୍ୟବହାର ମଧ୍ୟ ବହୁଳ ମାତ୍ରାରେ ବଢ଼ିଯାଇଛି। ଏହା ପରିବେଶ ପ୍ରଦୁଷଣ ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ରୋକିବା ପାଇଁ ସଚେତନତା ସାଙ୍ଗକୁ ବିଭିନ୍ନ…

ବକରି ଇଦ୍‌ ନେଇ କଟକଣା କୋହଳ,…

ଆଦିଲ୍ଲୀ: ପୁଣିଥରେ କେରଳରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବକରି ଇଦ୍ ନେଇ ରାଜ୍ୟରେ ଲକ୍‌ଡାଉନ୍ କଟକଣାକୁ କୋହଳ କରିଛନ୍ତି କେରଳ ସରକାର । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ…

କରୋନା କଟକଣାରେ ୫ଦିନ ପାଇଁ ଖୋଲିଲା…

କେରଳ: କରୋନା ଯୋଗୁଁ ବହୁଦିନ ଧରି ବନ୍ଦ ରହିବା ପରେ କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର ଆଜିଠାରୁ ଖୋଲା ହୋଇଛି। ଏନେଇ ସାବରିମାଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମନ୍ଦିର ପାଞ୍ଚ ଦିନ ପାଇଁ ଖୋଲା ରହିବ। ଏହି ସମୟରେ ମନ୍ଦିରର ମାସିକ ରୀତିନୀତି ଅନୁଷ୍ଠିତ ହେବ | ସାବରିମାଲା ମନ୍ଦିର…