ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

kerala

ଏର୍ଣ୍ଣାକୁଲମର ଏକ କନ୍‌ଭେନସନ ସେଣ୍ଟରରେ…

କେରଳ: କେରଳର ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଘଟିଛି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି…

କେରଳରେ ପୁଣି ନିପାହ ଭାଇରସ୍ ଆତଙ୍କ,…

ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି ।…

ବଦଳିବ କେରଳର ନାଁ, ବିଧାନସଭାରେ…

ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି।ଆଜି ମୁଖ୍ୟମନ୍ତ୍ରୀ…

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୭୯ ବର୍ଷ ବୟସରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହି ସୂଚନା…

କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା…

ମଲପ୍ପୁରମ: କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପାର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ସକାଳୁ ମଧ୍ୟ ପାଣିରେ…

କେରଳକୁ ମିଳିଲା ପ୍ରଥମ କିନ୍ନର ଆଇନଜୀବୀ,…

ଥିରୁଅନନ୍ତପୁରମ୍: କେରଳକୁ ମିଳିଛି ପ୍ରଥମ କିନ୍ନର ବା ତୃତୀୟ ଲିଙ୍ଗ ଆଇନଜୀବୀ। ପଦ୍ମାଲକ୍ଷ୍ମୀ ହେଲେ କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ଜଣେ ଓକିଲ ଭାବେ ତାଙ୍କ ନାଁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ରେ ପଞ୍ଜୀକୃତ ହୋଇଛି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଫଟୋ ପୋଷ୍ଟ…

ପ୍ରସବ ଯନ୍ତ୍ରଣା ହେବାରୁ ହସ୍ପିଟାଲ…

କେରଳ: କାର୍‌ରେ ହଠାତ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତ୍ତି। ଜଣେ ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀଙ୍କ ସହ କାର୍‌ରେ ହସ୍ପିଟାଲ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ କାର୍‌ରେ ଅଗ୍ନିକାଣ୍ଡ ଘଟି ଦମ୍ପତ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା…

କେରଳର କୋଚି ଉପକୂଳରୁ ୧୨୦୦ କୋଟି ଟଙ୍କାର…

କୋଚି: କେରଳର କୋଚି ସମୁଦ୍ର କୂଳରୁ ପ୍ରାୟ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ଦାମ ୧୨,୦୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା…

ଗୁରୁଭାୟୁର ମନ୍ଦିର ଦର୍ଶନ କରି ୧.୫୧…

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପରିବାର ସହିତ କେରଳର ଗୁରୁଭାୟୁର ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରକୁ ୧.୫୧ କୋଟିର ଦାନ କରିଛନ୍ତି। ଗୁରୁଭାୟୁର ମନ୍ଦିର ପରିଦର୍ଶନ କରିବା ପରେ ଅଚାନକ ଭାବେ ମୁକେଶ ମନ୍ଦିର ବୋର୍ଡକୁ ଏକ ପ୍ୟାକେଟରେ ଚେକ୍‌ ପ୍ରଦାନ କରିଥିଲେ।…

ପୁଣି କେରଳରୁ ଚିହ୍ନଟ ହେଲେ ଆଉ ଜଣେ…

କେରଳ: କେରଳରୁ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ…