ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kendujhar

ତୁରୁମୁଙ୍ଗା ବଜାରରେ ମହୁମାଛି ଆକ୍ରମଣ,…

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆତଙ୍କ। ମହୁମାଛି ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟୁତକାର୍ଯ୍ୟାଳୟର ୩ ଜଣ କର୍ମଚାରୀ ଅଛନ୍ତି। ତୁରୁମୁଙ୍ଗା କଲେଜ ରାସ୍ତାରେ ଯାଉଥିବା ସମୟରେ ବିଦ୍ୟୁତକାର୍ଯ୍ୟାଳୟ…

ଆଜିଠୁ ମା’ ତାରିଣୀଙ୍କ ପୀଠରେ ଚଇତି…

କେନ୍ଦୁଝର: କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ । ତେଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି । ତେଣୁ ଆଜି ମା’ଙ୍କ…

ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ…

କେନ୍ଦୁଝର: ୨୦୧୮ ମସିହା ଯୋଡ଼ା ଥାନା ଅଞ୍ଚଳରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହାଦତ୍ତ ଅଲ୍ଲୀଙ୍କୁ ୩୦ ବର୍ଷ ଜେଲ ସହ ୩୦ ହଜାର ଜରିମନା ଏବଂ ଅନାଦେୟ ଅଧିକ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍…

ଯାତ୍ରୀବାହୀ ବସ୍ ଓ ଟ୍ରଲର ମଧ୍ୟରେ…

ବଡ଼ବିଲ: ବଡ଼ବିଲ ଥାନା ଏନଏଚ୍ ୫୨୦ ଭଦ୍ରାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ମଧ୍ୟାହ୍ନ ସମୟରେ ବୈଷ୍ଣଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବଡ଼ବିଲ ଅଭିମୁଖେ ଆସୁଥିଲା। ବସଟି ରୋଇଡ଼ା ଛକ ଠାରୁ ରାସ୍ତାର ବାମ ପାର୍ଶ୍ୱରେ ନଯାଇ ଡାହାଣ ପଟ ରାସ୍ତା ଦେଇ ଅର୍ଥାତ୍ ଏନଏଚରେ ରଙ୍ଗ ରୁଟରେ…

ଦୁଇ ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ: ୧…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ଉପରେ ଚଢ଼ିଗଲା ଏକ ଲୁହାପଥର ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ତିନି ଗୁରୁତରଙ୍କୁ…

ଚଳନ୍ତା କାରକୁ ଗୁଳିକରି ଲୁଟ୍ ଘଟଣା, ୬…

କେନ୍ଦୁଝର /ତୁରୁମୁଙ୍ଗା: ଜାତୀୟ ରାଜପଥ ୪୯ର ଖିରେଇଟାଙ୍ଗିରି ନିକଟରେ କିଛିଦିନ ତଳେ ଚଳନ୍ତା କାରକୁ ଗୁଳିକରି ଲୁଟ ଘଟଣାରେ ତୁରୁମଙ୍ଗା ପୁଲିସ ୬ ଡ଼କାୟତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ ପିସ୍ତଲ ସମେତ ଗୁଳି, ବୋଲେରୋ ଗାଡି ମଧ୍ୟ ଜବତ ହୋଇଛି।ସୂଚନା ଯୋଗ୍ୟ ଯେ, ଗତ ରବିବାର ମୟୁରଭଞ୍ଜ…

ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା…

କେନ୍ଦୁଝର: କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ବାଲିଜୋଡୀ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ୭ ଜଣଙ୍କ ସହିତ ମେଡିକାଲର ଜଣଙ୍କୁ ମିଶାଇ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଘଟଗାଁ ଗୋଷ୍ଠୀ…

ବାଘଙ୍କ ପସନ୍ଦ କେନ୍ଦୁଝର ବନଖଣ୍ଡ:…

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା…

ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତଦେହ…

କେନ୍ଦୁଝର: ତେଲକୋଇ ରେଞ୍ଜ ସଲେଇକନାରେ ଦନ୍ତାହାତୀର ମୃତଦେହ ଠାବ,କାରଣ ଅସ୍ପଷ୍ଟକେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ…

ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଆଜି ଏକ ଅଭାବିନୀୟ ଘଟଣା ଘଟି ଯାଇଛି। ଅସୁସ୍ଥତା କାରଣରୁ ଭଉଣୀକୁ ପଇସା ମାଗିଥିଲେ ଭାଇ। ପଇସା ନ ଦେବାରୁ  ଭାଇ ତାଙ୍କ ଭଉଣୀକୁ ଗୁଳି କରିଦେଇଛନ୍ତି। ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ…