ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kendrapra

ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । ପୋଖରୀରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି। କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ…

ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ…

ଆଳି: କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ୨୪ତମ ଜୟନ୍ତୀ ପାଳନ ଅବସରରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପରିଚାଳକ ସଂଗ୍ରାମ କେଶରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାହକ ସେବା ସମ୍ମିଳନୀରେ ସିଇଓ ରାଜୀବ ଲୋଚନ ପଣ୍ଡା…

ବ୍ରହ୍ମତାଳଧ୍ୱଜ ରଥରେ ଶ୍ରୀବଳଦେବଜୀଉଙ୍କ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରରୁ ଫେରି ସୋମବାର ଚକଡା ଲାଗିଥିଲା । ମଙ୍ଗଳବାର ରଥ ଉପରେ ଶ୍ରୀଜୀୟୁମାନଙ୍କ ରଘୁନାଥ ବେଶ ସମ୍ପନ୍ନ କରାଯାଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ମହା…

ଆନନ୍ଦ ଉତ୍ସାହର ସହିତ ଶେଷ ହେଲା କନିକା…

ରାଜକନିକା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ୫ଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଲଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ।…

ବାତ୍ୟା ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର…

ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ…

ଦିନ ଦ୍ବିପ୍ରହରରେ ଲୁଟ୍: କଳା ପଲସରରେ…

ରାଜନଗର: ରାଜନଗରରେ ମାତିଛନ୍ତି ଲୁଟେରା । ଆଜି କଳା ପଲସରରେ ଆସି ଲୁଟେରା ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ରାଜନଗର ଗାଁର ଅଶୋକ କୁମାର ପ୍ରଧାନ ଆଜି ସାନବଡଗୋପାଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚେକ ମାଧ୍ୟମରେ ୪ ଲକ୍ଷ ଟଙ୍କା ଉଠାଇଥିଲେ । ସେ ଏହି ଟଙ୍କାକୁ ନିଜ ମୋଟରସାଇକେଲ ଡିକିରେ…

ଶୌଚ ହେବାକୁ ଯାଇଥିବା ଭିନ୍ନକ୍ଷମଙ୍କୁ…

କେନ୍ଦ୍ରାପଡ଼ା: ଶୌଚ ହେବାକୁ ଯାଇଥିବା ଜଣେ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଭଳି ଲୋମ ହର୍ଷଣକାରୀ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଖସାଡି ଗ୍ରାମରେ ଦେଖିବାକୁ ମିଳିଛି। ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା…

ବାଉଁଶବାଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର,…

ଡ଼େରାବିଶ : ଡ଼େରାବିିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା (ମିର୍ଜାପାଟଣା)ଗ୍ରାମର ଜୈନିକ ଯୁବକଙ୍କ ମୃତଦେହ ଏକ ବାଉଁଶବାଡ଼ିରୁ ଉଦ୍ଧାର ହୋଇଥିବା ବେଳେ ପରିବାରଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାଟି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଡ଼େରାବିଶ ଥାନା ପୋଲିସ୍ ଘଟଣା…