ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kendrapara

ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ୫ଟି…

କେନ୍ଦ୍ରାପଡା: ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୬୦ ଦିନ…

ସ୍କୁଟି ବାଇକ୍ ମୁହାଁମୁହିଁ ଧକା: ଦୁଇ…

ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି…

ବରଯାତ୍ରୀ ପାଇଁ ଚାଲିଥିଲା ପେଟ୍ରୋଲ…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡାର ଗ୍ରାମର ଏକ ସାହିରେ ଅଭାବନୀୟ ଘଟଣା ଘଟି ଯାଇଛି। ବିବାହ ପାଇଁ ବର ବାହାରିବାକୁ ଥିବା ବେଳେ ଏକ ଅଘଟଣ ଘଟିଛି। ପେଟ୍ରୋଲ ଜାରରୁ ନିଆଁ ଲାଗି ଘର ଜଳି ଯିିବା ସହ ୬ବର୍ଷ ଶିଶୁର ମୃତ୍ୟୁ ଘଟିଛି।  ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩…

‘ଭିତରକନିକା’‌‌ରେ କୁମ୍ଭୀରଙ୍କ ପାଇଁ…

ଭୁବନେଶ୍ୱର(ପ୍ରଦୀପ ଭାରତୀ): ଦେଶର ୭୦ ପ୍ରତିଶତ ବଉଳା(ଲୁଣାପାଣି) କୁମ୍ଭୀର ରହୁଥିବା ଜାତୀୟ ଉଦ୍ୟାନ ‘ଭିତରକନିକା’‌‌ରେ ଏବେ କୁମ୍ଭୀରଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ିଲାଣି। ୨୨୦ କିଲୋମିଟର ପରିଧି ମଧ୍ୟରେ ମାତ୍ର ୯୬ଟି କୁମ୍ଭୀରଙ୍କୁ ନେଇ ୧୯୭୫‌‌‌ ମସିହାରେ ଆରମ୍ଭ ହୋଇଥିବା ବଉଳା କୁମ୍ଭୀର ସଂରକ୍ଷଣ…

ପ୍ରଗତି ଆଣିଛି ମିଶନ ଶକ୍ତି; ଋଣ ଟଙ୍କାରେ…

କେନ୍ଦ୍ରାପଡା(ଦେବଦତ୍ତ ଦାଶ): ମିଶନ ଶକ୍ତି ଆଜି ପ୍ରଗତି ଆଣିଛି। ଏନେଇ ୨୦୨୨-୨୩ ଆର୍ଥିକ ବର୍ଷରେ ଏସ୍‌‌ଏଚ୍‌ଜିକୁ ୧୧, ୦୦୦ କୋଟିରୁ ଅଧିକ ସହାୟତା ରାଶି ଯୋଗାଇ ମହିଳାମାନଙ୍କୁ ସଶକ୍ତ କରାଯାଇଛି। ଏସ୍‌‌ଏଚ୍‌‌ଜିରୁ ୨ ପ୍ରତିଶତ ସୁଧରେ ଗତ ୨ ବର୍ଷ ତଳେ ଜଣେ ମହିଳା ସଦସ୍ୟା ୪୦ ହଜାର ଟଙ୍କା ଋଣ ନେଇଥିଲେ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ…

କେନ୍ଦ୍ରାପଡା: ସଂଘବଦ୍ଧଭାବେ ଯୁବକଙ୍କୁ ଛୁରୀ ଭୁସି ବିଭତ୍ସ ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧୀନ ଇନ୍ଦୁପୁର ଧୂମାତ କେନାଲ ବନ୍ଧ ଉପରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଚାରିଗାଁର ତ୍ରିଲୋଚନ ମଲିକ…

ଦିନରେ ରେକି, ରାତିରେ ଚୋରି: ଘରେ ପଶି…

କେନ୍ଦ୍ରାପଡ଼ା: ଭିକ ମାଗିବାକୁ ଆସି ରେକି କରି ଲୁଟ୍ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ପୁଲିସ ଗିରଫ କରିଛି। ପୁଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଏହି ମୁଖ୍ୟ ଗିରଫ ହେବା ପରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଥିବା ବେଳେ…

ଭିତରକନିକା ଜାତୀୟ ଉଦ୍ୟାନରେ…

କେନ୍ଦ୍ରାପଡ଼ା(ଦେବଦତ୍ତ ଦାସ): ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଆକର୍ଷଣ ସାଜିଛନ୍ତି ଧଳା ବଉଳା କୁମ୍ଭୀର ମଲ୍ଲୀ ଆଉ ଗୋରୀ। ହେଲେ ଏହି ବିରଳ କୁମ୍ଭୀର ଗୋରୀ ଓ ମଲ୍ଲୀ ଆଜି ପର୍ଯ୍ୟନ୍ତ ମାତୃତ୍ୱ ଲାଭ କରିପାରିନାହାନ୍ତି; ଯାହା ଏବେ ପ୍ରକୃତିପ୍ରେମୀଙ୍କ ପାଇଁ ଅବସୋସ ହୋଇ…

ବନଦୁର୍ଗା ଗୋଷ୍ଠୀର ମହିଳାମାନଙ୍କୁ…

ମହାକାଳପଡ଼ା(ବିଚିତ୍ରାନନ୍ଦ ବେହେରା): ମାଟିରେ ପୁଣି ରାକ୍ଷୀ... ଶୁଣିବା ପାଇଁ ଟିକେ ଅଡୁଆ ଲାଗୁଥାଇପାରେ। ହେଲେ ଏହି ମାଟିରେ ତିଆରି ଟେରାକୋଟା ରାକ୍ଷୀର ତାଲିମ ନେଇ ଶତାଧିକ ମହିଳା ଏବେ ସ୍ୱାବଲମ୍ୱୀ। ଏହି ମାଟି ରାକ୍ଷୀର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ସରକାରଙ୍କ ହସ୍ତଶୀଳ୍ପ ବିଭାଗ ଦ୍ୱାରା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର…

କେନ୍ଦ୍ରାପଡ଼ା:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି ପରଲୋକ ଘଟିଛି। ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ ଓ ହସ୍ପିପିଟାଲରେ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି । କଟକରୁ ତାଙ୍କ ଦେହାବଶେଷ…