ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

KENDRAPADA

କେନ୍ଦ୍ରାପଡାରେ ଉନ୍ନୟନ ମୂଳକ କାର୍ଯ୍ୟର…

ପଟ୍ଟାମୁଣ୍ଡାଇ: ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଭି.କେ ପାଣ୍ଡିଆନ। ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ ୫ ଶହ…

କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ…

କେନ୍ଦ୍ରାପଡ଼ା: ମିଶନ ଶକ୍ତି ମହିଳାଙ୍କୁ ୯୮ତମ ମନ କି ବାତ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଅଦରକାରୀ ପଲିଥିନରୁ କେନ୍ଦ୍ରାପଡ଼ା ଖଇରାବାଦର ମହିଳା କମଳା ମହାରଣା ।  ସ୍ବାବଲମ୍ବୀ ହୋଇପାରିଛନ୍ତି। ବର୍ଜ୍ୟ ପଲିଥିନରୁ ଆକର୍ଷଣୀୟ ଘରୋଇ ସାଜସଜ୍ଜା ଉପକରଣ ତିଆରି କରି…

ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା…

କେନ୍ଦ୍ରାପଡା: ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ…

ଝୁଲନ୍ତା ମୃତଦେହକୁ ୨୪ ଘଣ୍ଟା ଜଗିରହିଲା…

ମହାକାଳପଡା: ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାଲକାନାଗିରି ମାଥିଲି ଅଂଚଳର ଜନୈକ ଆଦିବାସୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପୁଲିସ ଝୁଲନ୍ତା ମୃତଦେହକୁ ଜଗିବା ପରେ ଗୁରୁବାର ଅପରାହ୍ନରେ ପରିବାରଲୋକ ଏବଂ…

କମେଣ୍ଟ ମରାକୁ ବିରୋଧ କରିବାରୁ…

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମେରାଇନ ଥାନା ଅଧିନ ବାହାକୁଦ ଅଞ୍ଚଳରୁ ଏକ ଅଟୋରେ କେତେଜଣ ମହିଳା ରାମନଗର ଆସୁଥିବା ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ଅଟୋରେ ମହିଳା ଯୁବତୀମାନେ ବାହାକୁଦ ଘାଟରୁ ରାମନଗର ଆସୁଥିବା ବେଳେ…

ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ଆକୁଳ…

ଭୁବନେଶ୍ବର: ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ସଙ୍ଘର୍ଷ । ସରିସରି ଯାଉଛି ପାଖରେ ଥିବା ସମ୍ବଳ। ଦୈନିକ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ପୁଅ। ପ୍ରତି ଦିନ ଦରକାର ପଡୁଛି ୧୫ ରୁ ୨୦ ହଜାର ଟଙ୍କା। ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ। ତଥାପି ହାର ମାନି ନାହାନ୍ତି ପୁଅ ସତ୍ଯଜିତ ସାହୁ। …

ମହିଳାଙ୍କୁ ଶକ୍ତି ଯୋଗାଉଛି ‘ମିଶନ…

କେନ୍ଦ୍ରାପଡା: ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅହରହ ସରକାର ଚେଷ୍ଟା କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଘରେ ବସିଥିବାବା ମହିଳାଙ୍କୁ ମିଶନ ଶକ୍ତି ଜରିଆରେ କାମ ଯୋଗାଇ ଦିଆଯାଇଛି। ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି। ଅଳ୍ପ କାମ କରି ମାସିକ ଭଲ…

କରୋନା ଭ୍ୟାକ୍ସିନ ସର୍ଭେ ନାଁରେ…

କେନ୍ଦ୍ରାପଡା: କରୋନା ଭ୍ୟାକ୍ସିନ ସର୍ଭେ ନାଁରେ ଲୁଟ ଆରମ୍ଭ ହୋଇଛି। ଗାଁ ଗାଁ ଆଉ ଘର ଘର ଟିକାକରଣ ନେଇ ପଞ୍ଜିକରଣ କରିବାକୁ ଏକ ଲୁଟିଆ ଟିମ ଜିଲ୍ଲାରେ ଲୁଟପାଟ ଆରମ୍ଭ କରିଛନ୍ତି। ଯାହା ଘରେ କେବଳ ମହିଳା ଥିବେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ବାହାନାରେ ଘରେ ପଶି ମହିଳାଙ୍କ ମୁହଁକୁ କପଡ଼ାରେ…

‘ସକାଳ’ ପ୍ରଭାବ: ପାଣି ବାଟ…

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହେଡକ୍ୱାର୍ଟରର ଦୁର୍ଗାମଣ୍ଡପ ଠାରୁ କଚେରୀ ପୋଖରୀ ଯାଏଁ ଗାଁ ଦାଣ୍ଡରେ ଆଣ୍ଠୁଏଲେଖାଏଁ ପାଣି ଜମି ରହିଥିଲା କ୍ଷ ପାଣି ନିଷ୍କାସନ ବାଟ ଜବରଦଖଲ ଯୋଗୁଁ ଏହି ପାଣି ଜମା ହୋଇ ରହିଥିଲା । ଦୀର୍ଘ ଏକ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଏପରି ଅଚଳାବସ୍ଥା…

ବେଫିକର ବନ ବିଭାଗ, ସଙ୍କଟରେ କଇଁଛ:…

ମହାକାଳପଡା: ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ କଇଁଛ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନେଇ ପରିବେଶବିତ୍ ମାନେ ମତବ୍ୟକ୍ତ କରିବା ସହିତ ବିଶେଷଜ୍ଞ ମାନେ ମଧ୍ୟ ମତପୋଷଣ କରୁଛନ୍ତି । ସମୁଦ୍ର ପଥରେ ଅଲିଭ ରିଡଲେ ଭଳି କଇଁଛ ମାନେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଗହିରମଥା ଅଂଚଳରେ ଅଣ୍ଡାଦାନ…