ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Katrina Kaif

କ୍ୟାଟ୍ରିନାଙ୍କୁ ମନେ ପକାଇଲେ ଆଦିତ୍ୟ

ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର କ୍ୟାରିୟର୍‌ ଗ୍ରାଫ୍‌ ଏତେଟା ଭଲ ନାହିଁ। ଯଦିଓ ଆଦିତ୍ୟ ତାଙ୍କ ଫିଲ୍ମଗୁଡ଼ିକ ପାଇଁ ଶତପ୍ରତିଶତ ଦେଇଛନ୍ତି କିନ୍ତୁ ଗୋଟିଏ ଦୁଇଟି ଫିଲ୍ମକୁ ଛାଡ଼ି ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଗୁମରାହ’ର…

କ୍ୟାଟ୍ରିନା ଖୋଲିଲେ ଗୁପ୍ତ ବିବାହର…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ଗତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ୟାଟ୍‌ ଓ ଭିକି ଯେପର୍ଯ୍ୟନ୍ତ ସାତ ଫେରା ନେଇ ନଥିଲେ ସେତେପର୍ଯ୍ୟନ୍ତ ଗଣମାଧ୍ୟମକୁ ଏଥିରୁ ଦୂରେଇ ରଖିଥିଲେ। ନିକଟରେ ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ ତାଙ୍କ ବହୁ…

‘ଜି ଲେ ଜରା’ରେ ଏକାଠି ନଜର ଆସିବେ…

ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ…

କ୍ୟାଟ୍ରିନା-ବିକିଙ୍କ ନିର୍ବନ୍ଧ ଶେଷ

ଗତ କିଛିଦିନ ହେବ ଅଭିନେତା ବିକି କୌଶଳ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ଦୀପାବଳିରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ…

ତୁର୍କୀରେ ନାଚ ଶିଖୁଛନ୍ତି କ୍ୟାଟ୍ରିନା

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ‘ଟାଇଗର୍‌-୩’ର ମୁଖ୍ୟ ଗୀତ ପାଇଁ ତୁର୍କୀରେ ନାଚ ଶିଖୁଛନ୍ତି। କ୍ୟାଟ୍‌ ତାଙ୍କ ଏହି ନୃତ୍ୟଭିତ୍ତିକ ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ‘ଟାଇଗର୍-୩’ର ଏକ ଗୀତ ପାଇଁ ନାଚ ଅଭ୍ୟାସ କରୁଥିବାର ଦେଖାଯାଉଛି।…

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ…

ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ…

‘ଟାଇଗର୍-୩’ ପାଇଁ ରୁଷ୍‌ ଯିବେ…

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି…

ବଧୂ ସାଜିବେ କ୍ୟାଟ୍ରିନା

ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ନିକଟରେ ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କ୍ୟାଟ୍ରିନା ତାଙ୍କ ଜନ୍ମଦିନ ଅବସରରେ ସ୍ବିମିଙ୍ଗ ପୁଲରେ ଏକ ନାଲି ରଙ୍ଗ ପୋଷାକ ପିନ୍ଧି ଗାଧୋଉଥିବାର ଫଟୋ ସୋସିଆଲ…

ରଣବୀରଙ୍କ ସହିତ ରୋମାନ୍ସ କରିବେ…

ବଲିଉଡ୍ ଅଭିନେତା ରଣବୀର ସିଂ ତାଙ୍କର ଦମଦାର୍ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ସେହିପରି ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ସବୁବେଳେ ତାଙ୍କର ଗ୍ଲାମରସ ଅନ୍ଦାଜ ଓ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ହେଲେ ଏହି ଯୋଡ଼ିଙ୍କୁ କୌଣସି…

ଖୋଲିବ ଭିିକି -କ୍ୟାଟ୍ରିନା ପ୍ରେମ ରହସ୍ୟ

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖାଯାଇଛି। କିନ୍ତୁ ଅନେକ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିଲେ ପରସ୍ପରର ଭଲ ବନ୍ଧୁ କହି ଏଡାଇ ଯାଆନ୍ତି। ବହୁତ…