ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kareena Kapoor

କରିନାଙ୍କ ୧୦ ଫ୍ଲପ୍ ମୁଭି

ବଲିଉଡ ନାୟିକା କରିନା କପୁର ଖାନ୍ ଇତିମଧ୍ୟରେ ୪୧ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଦଶଟି ଫ୍ଲପ୍ ଫିଲ୍ମ ତାଙ୍କ କ୍ୟାରିୟରକୁ ବେଶ୍ ପ୍ରଭାବିତ କରିଛି। ଅନେକ ଆଶା ଓ ଭରସା ନେଇ କରିନା ସେଥିରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ମାତ୍ର ଏହି ଚିତ୍ରଗୁଡ଼ିକ…

‘ସୀତା’ ଭୂମିକା ପାଇଁ ୧୨ କୋଟି

ବଲିଉଡ୍ ଅଭିନେତ୍ରୀ କରିନା କପୁର ‘ସୀତା’ ଭୂମିକା ପାଇଁ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ । ‘ରାମାୟଣ’ ପୃଷ୍ଠଭୂମି ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଏବଂ ଏଥିରେ ସୀତା ଭାବେ କରିନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅନେକ…

ପ୍ରଯୋଜନାରେ ହାତ ମାରିଲେ କରିନା

ବଲିଉଡ୍‌ରେ ନିଜ ଅଭିନୟ ପରାକାଷ୍ଠା ଦେଖାଇ ଅଗଣିତ ପ୍ରଶଂସକଙ୍କ ବାହାବା ସାଉଁଟିଛନ୍ତି ଅଭିନେତ୍ରୀ କରିନା କପୁର। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ (କରିନା) ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି…