ଦ୍ବିତୀୟ ଥର ପାଇଁ ମାଆ ହେଲେ ଅଭିନେତ୍ରୀ…
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ପୁଣି ଜଣେ ନୂଆ ଅତିଥୀ ଆସିଛନ୍ତି । ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ…