ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

kangana Ranaut

ମୋଦୀ ଜଣେ ମହାପୁରୁଷ, ୨୦୨୪ରେ ବିଜେପି…

ମୁମ୍ବାଇ : ରାଜନୀତିରେ ପାଦ ଥାପିବେ ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌। ସବୁବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ବୋଲି ଆଜି ସେ…

ସଲମାନ୍‌ ମୋର ଭଲ ବନ୍ଧୁ:କଙ୍ଗନା

ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ। କଙ୍ଗନା ବିବାଦୀୟ ବୟାନ ଦେଇ ଅନେକ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ଦେଖାଯାଇଥିଲା।…

ସିନେମାହଲରେ ‘ଥଲାଇଭି’…

କଙ୍ଗନା ରାଣାୱତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ । ଫିଲ୍ମ ରିଲିଜ୍ ପୂର୍ବରୁ ଗଣମାଧ୍ୟମରେ ଏହା ଏକ ଭଲ ଫିଲ୍ମ ଭାବେ ଆଲୋଚନା ହେଉଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି କଙ୍ଗନା । ଏହି ଫିଲ୍ମରେ ସେ ତାମିଲନାଡୁର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ…

ରିଲିଜ୍‌ ହେଲା ବହୁ ଚର୍ଚ୍ଚିତ ଫିଲ୍ମ…

ମୁମ୍ବଇ : ଚଳିତ ମାସ ୨୩ ତାରିଖରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ ଆଜି ରିଲିଜ୍‌ ହୋଇଛି। କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ଥଲାଇଭିର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଗୀତ 'ଚଲି ଚଲି' ମୁକ୍ତିଲାଭ କରିଛି। ଗୀତରେ ବଲିଉଡ୍‌…

ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ…

ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।  ଏହି ଅବସରରେ  ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି…

ଏପ୍ରିଲ୍‌ରେ ପରଦାକୁ ଆସିବ ‘ଥଲାଇବି’

ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ଆଜି ରିଲିଜ୍‌ ହୋଇଛି। ୨୩ ମାର୍ଚ୍ଚ କଙ୍ଗନାଙ୍କ ଜନ୍ମଦିନରେ ଏହାର ଟ୍ରେଲର୍ ରିଲିଜ୍ କରିବାକୁ ସ୍ଥିର କରାଯାଇଛି। ‘ଥଲାଇବି’ ଏକ ପଲଟିକାଲ ଥ୍ରିଲର୍‌ ଫିଲ୍ମ। ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା…

‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ…

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଫିଲ୍ମ 'ଛିଛୋରେ'କୁ ପୁରସ୍କୃତ କରାଯାଇଛି। ସେହିପରି 'ମଣିକର୍ଣ୍ଣିକା' ପାଇଁ  କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

କଙ୍ଗନା ରାଣାୱତଙ୍କ ପାଇଁ ବଢିଲା ଅଡୁଆ,…

ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ସମସ୍ୟା ବଢୁଥିବା ଜଣାପଡିଛି। ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ନାଁରେ ଜାମିନ ଯୁକ୍ତ…

ମହାପ୍ରଭୁଙ୍କୁ ଦର୍ଶନକଲେ ବଲିଉଡ…

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ…