ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kamakhyanagar

ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ…

କାମାକ୍ଷାନଗର: ଘର ମାଲିକଙ୍କୁ ପିଟିପିଟି ହତ୍ୟା । ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ନୂଆ ଶଅରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ବାଉଁଶପାଳ ସହରସାହିର ରୋହିତ ପ୍ରଧାନ । ଘର ଛାଡିବା ପାଇଁ କହିବାରୁ…

କୂଅ ସଫା କରୁଥିବାବେଳେ ଶ୍ବାସରୁଦ୍ଧ ହୋଇ…

କାମାକ୍ଷାନଗର: କୂଅରେ ସଫା କରୁଥିବା ବେଳେ ଅଘଟଣ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁରେ ଘଟିଛି ଏହି ଅଘଟଣ । ୩୫ଫୁଟ ଗଭୀର କୂଅ ସଫା କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ସାହୁ ।…

ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଆଶ୍ରୟ…

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗାଁରେ ଏକ ଫାର୍ମର କାନ୍ଥ ପଡି ଜଣେ ମୃତ୍ୟୁବରଣ କରିଛନ୍ତି । ଗାଁର ଅଚ୍ୟୁତ ଦିଆଣି ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ ।…

ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି, ୨୫ରୁ…

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ମିନି ଟ୍ରକ । ୨୫ରୁ ଉର୍ଦ୍ଧ୍ୱ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୁରୁତର । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ଏକ କୀର୍ତ୍ତନମଣ୍ଡଳୀ ଦଳ ଅଷ୍ଟପ୍ରହରୀ ନାମଯଂଜ୍ଞ ରେ…

ରାଉରକେଲା ବିଧାୟକ ସାରଦା ପ୍ରସାଦ…

କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର ଦୁର୍ଘଟଣାଗ୍ରସ୍ତ। ପିତିରିରୁ କାମାକ୍ଷାନଗର ଯିବା ରାସ୍ତାରେ କାର ଦୁର୍ଘଟଣାଗ୍ରସ୍ତ। ରାଉରକେଲାରୁ ରାମ ନବମୀର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଙ୍ଗରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣା ପରେ କାରଟି…

ଟ୍ରାକ୍ଟର ଓଲଟି ଦୁଇ ମୃତ ଚାରି ଗୁରୁତର

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଦେଖାଦେଇଛି ଶୋକାକୂଳ ପରିବେଶ। ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଏକ ଟ୍ରାକ୍ଟର ଯୋଗେ ଛଅ ଜଣ ଗ୍ରାମ୍ୟ ଜଙ୍ଗଲରୁ ଜାମୁ ଝାଟି ନିମନ୍ତେ ଯାଇଥିଲେ। ଜାମୁ ଝାଟି ନେଇ ଫେରିବା ସମୟରେ ଜାତୀୟ ରାଜପଥ ୫୩ ଜମୁନାକୋଟ ଛକ ପଣ୍ଡା ପୋଖରୀ ନିକଟରେ…

କାମାକ୍ଷାନଗର ସହର ଭିତରେ ୧୧ ଟିକିଆ…

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ଆଜି ସକାଳୁ ପ୍ରାୟ ୧୧ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୩ ଘଣ୍ଟା…

ଆଇଚର ଗାଡି ଧକ୍କାରେ ଶଳା ମୃତ, ଭିଣୋଇ…

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରିଆ ଢ଼ାବା ନିକଟରେ ବିଳମ୍ବିତ ରାତିରେ ଆଇଚର ଗାଡ଼ି ଧକ୍କାରେ ଶଳା ମୃତ,ଭିଣୋଇ ଗୁରୁତର । ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ । ଗୁରୁତର ହେଲେ କାମାକ୍ଷା ନଗର ଥାନା ଶିବିଳାପଶି…

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା…

କାମାକ୍ଷାନଗର: କାଳ ସାଜିଲା କୋଇଲା ବୋଝେଇ ଟ୍ରକ । ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରୁ ଆସିଲା ହୃଦୟ ବିଦାରକ ସଡକ ଦୁର୍ଘଟଣାର ଖବର । କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।…

ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ବିଭତ୍ସ ଭାବେ…

କାମାକ୍ଷାନଗର: ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ । ସୂଚନା ଅନୁସାରେ, ଗତ…