କାକଟପୁରର ମା’ ମଙ୍ଗଳା ପୀଠ: ଜାଣନ୍ତୁ…
ଜଗତର ନାଥ ଜଗନ୍ନାଥଙ୍କ ଦାରୁର ଠିକଣା ବତାଉଥିବା ମା ’ମଙ୍ଗଳାଙ୍କ ପୀଠଟି ଓଡ଼ିଶାର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ। ମା’ଙ୍କ ଆବିର୍ଭାବକୁ ନେଇ ବିଭିନ୍ନ ପୁରାଣରୁ ବିଭିନ୍ନ କଥା ଶୁଣିବାକୁ ମିଳେ। କିଏ କୁହେ ମାମଙ୍ଗଳା ଲଙ୍କାର ଦେବୀ ତ ଆଉ କିଏ ମାଆଙ୍କୁ ସର୍ବଭାରତୀୟା ଓ ସର୍ବ ଉତ୍କଳୟା ଦେବୀ ବୋଲି…