ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kabul

କାବୁଲର ‘ଚାଇନିଜ୍…

କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର…

କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ…

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି…

କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ…

କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ…

କାବୁଲ ସହରର ଖୋଲା ଆକାଶରେ ଫୁଟିଲା ଗୁଳି;…

କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ…

ଦୀର୍ଘ ଦୁଇ ଦଶନ୍ଧିର ମିଶନ୍‌ ଶେଷ: ଆଫଗାନ…

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି।  ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ…

ତାଲିବାନ ସରକାରରେ ଯୋଗ ଦେଇପାରନ୍ତି…

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସୂଚନାନୁସାରେ, ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି…

କାବୁଲରେ ପୁଣିଥରେ ଭୟଙ୍କର ବିସ୍ଫୋରଣ

କାବୁଲ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି । ତିନି ଦିନ ତଳେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକ ନିକଟରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ପରେ ପୁଣିଥରେ ରବିବାର ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ…

କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ…

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର…

କାବୁଲ୍‌ରେ ଖୋଲିଲା ମଲ୍, ହୋଟେଲ ଓ ବଜାର

କାବୁଲ: ତାଲିବାନ ଦଖଲର ୭ ଦିନ ପରେ କାବୁଲର ବଜାର ଖୋଲିବା ଆରମ୍ଭ କରିଛି। ସହରର ମଲ୍, ହୋଟେଲ, ମାଂସ-ପନିପରିବା-ଶସ୍ୟ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ପାଇଁ ସବୁଠାରୁ ପ୍ରସିଦ୍ଧ ଗୁଲବର୍ ସେଣ୍ଟରରେ ସପିଂ ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏମିତିକି ରାସ୍ତା କଡ଼ରେ ଥିବା ଆଇସକ୍ରିମ ବିକ୍ରେତାମାନେ…

ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ଆଫଗାନିସ୍ତାନ…

କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଶାସନ କ୍ଷମତା ଟିବା ପରେ ସେଠାରେ ସ୍ଥିତି ଯେଭଳି ରହିଛି ତାହା କାହାକୁ ଅଛପା ନାହିଁ। ହେଲେ ତାଲିବାନ ସରକାର ଗଠନ କରିବା ପରେ ସ୍ଥିତି ସୁଧୁରିବ ଏବଂ ଅରାଫଗାନବାସୀ ଆଶ୍ବସ୍ତ ହେବେ ବୋଲି ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍‌ ହେବାର ଶଙ୍କା ଉପୁଜିଛି। ବରଂ ଆଗାମୀ…