Browsing Tag

Joe Biden

ରୁଷିଆରେ ପ୍ରବେଶ ପାଇଁ ଟ୍ରମ୍ପଙ୍କୁ…

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବିଶ୍ବ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣି ଚାଲିଥିଲା ବେଳେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଧାରାକୁ ମଧ୍ୟ ଓଲଟପାଲଟ କରିଦେଇଛି। ଇତି ମଧ୍ୟରେ ଅନେକ ରାଷ୍ଟ୍ର ରୁଷିଆ ବିରୋଧରେ ପଦକ୍ଷେପ ନେଇ ଏହାର କୂଟନୀତିଜ୍ଞମାନଙ୍କୁ ବିଦା କରିଦେଇଛନ୍ତି।…

ୟୁକ୍ରେନକୁ ୩୩ ବିଲିୟନ ଡଲାର ସହାୟତା…

କିଭ୍: ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍‌କୁ ଖୋଲାଖୋଲି ସମର୍ଥନ ଦେଇଆସୁଛି ଆମେରିକା ।ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା…

ଋଷକୁ ଆମେରିକାର କଡ଼ା ଭର୍ତ୍ସନା: ରୁଷ୍…

ଓ୍ୱାଶିଂଟନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା…

ତାଲିବାନକୁ ବାଇଡେନଙ୍କ କଡା ଚେତାବନୀ ;…

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଲିବାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକୀୟ ସୈନ୍ୟ ଉପରେ ଆକ୍ରମଣ ହୁଏ କିମ୍ବା କାବୁଲ ବିମାନବନ୍ଦରରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଅସୁବିଧା ହୁଏ, ତେବେ ତାଲିବାନକୁ କଡ଼ା ଜବାବ ଦିଆଯିବ। ଏଥି ସହିତ ବାଇଡେନ ମଧ୍ୟ…

କରୋନାର ଉତ୍ପତି ସ୍ଥଳ ନେଇ ଆମେରିକାର…

ୱାଶିଂଟନ: କରୋନା ମହାମାରୀ ସାରା ଦେଶରେ ତାର ପ୍ରକୋପ ଦେଖାଇଛି। ପୂର୍ବରୁ କରୋନା ଭୂତାଣୁ ପାଇଁ ଆମେରିକା ଚୀନକୁ ଦାୟୀ କରିଥିଲେ ମଧ୍ୟ ଚୀନ ବିରୁଦ୍ଧରେ ପ୍ରମାଣ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଭାଇରସର ଉତ୍ପତି ସ୍ଥଳକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସେଭଳି କିଛି ପ୍ରମାଣ ପାଇ ପାରି ନାହିଁ। …

ବିମାନ ଶିଡିରେ ଚଢିବା ବେଳେ ଖସି ପଡ଼ିଲେ…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ଶିଡିରେ ଚଢିବା ବେଳେ ଖସିପଡୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜୋ ବାଇଡେନ୍‌ଙ୍କ ତିନି ଥର ଗୋଡ଼ ଖସିଥିବା ଚ୍ଚିତ୍ର ଦେଖିବାକୁ ମିଳିଛି। ୱାଶିଂଟନ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ…