ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

jharsuguda

ଝାରସୁଗୁଡାରେ କୃଷକଙ୍କ ଆୟକୁ ବହୁଗୁଣିତ…

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମର କୃଷି ଭିତ୍ତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ' ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ଏକ ବଡ ପରିବର୍ତ୍ତନ ଆଣିଛି । ‘ଜଳବାୟୁ ଭିତ୍ତିକ ସ୍ମାର୍ଟ କୃଷି' ଏବଂ ଆନୁଷଙ୍ଗିକ କାର୍ଯ୍ୟ ହାତକୁ ନେଇ ବେଦାନ୍ତ ଆଲୁମିନିୟମର ଏହି ଫ୍ଲାଗସିପ୍…

ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ଧକ୍କା…

ଝାରସୁଗୁଡ଼ା: ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୪ଜଣଙ୍କ ଜୀବନ, ୯ ଜଣ ଗୁରୁତର । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜୁନିୟନ୍‌ ଛକରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର…

ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ । କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌…

ସମାଧାନ ହେଲା ଦୀର୍ଘ ବର୍ଷର ଜମିଜମା…

ଝାରସୁଗୁଡ଼ା: ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ପାଇଁ ଖୁସିର ଦିନ । ସମାଧାନ ହୋଇଛି ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ଜମିଜମା ସମସ୍ୟା । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ହୀରାକୁଦ ବିସ୍ଥାପିତଙ୍କୁ ଆଜି ଜମି ଡ଼ିହ ପଟ୍ଟା ପ୍ରଦାନ କରାଯାଇଛି। ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପଟ୍ଟା ପ୍ରଦାନ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ ଓ…

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରା ପଡିଲେ ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଓ ଜଗୁଆଳି।୧୫ ହଜାର ଲାଞ୍ଚ ନେଲା ବେଲେ ମାଡି ବସିଲା ଭିଜିଲାନ୍ସ। ଧରାପଡିଥିବା ମହିଳା ଫରେଷ୍ଟ ଗାର୍ଡ ଜଣକ ନାଁ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି।ଖବର ଅନୁଯାୟୀ,…

ଭୁଶୁଡିଲା ଓପିଜିସି ଆଶ ପଣ୍ଡ; ହିଡ଼…

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ…

କଥା ଦେଇ କଥା ରଖିଲେ ୫ଟି ସଚିବ: ମନ୍ଦିର…

ଝାରସୁଗୁଡ଼ା: କଥା ଦେଇ କଥା ରଖିଲେ ୫ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ।…

ଲଖନପୁରରେ ୫ଟି ସଚିବଙ୍କ ବିକାଶ ସମୀକ୍ଷା:…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ୫ଟି ସଚିବ । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । ୫ଟି ସଚିବଙ୍କୁ…

ଝାରସୁଗୁଡ଼ାରୁ ଆଉ ୪ ସ୍ଥାନକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଚଳିତ ମାସରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚାରିଟି ନୂଆ ସ୍ଥାନକୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ। ଚଳିତ ମାସ ୧୦ ତାରିଖରୁ କୋଲକାତା ଓ ବିଶାଖାପାଟଣାକୁ ଦୈନିକ ବିମାନ ଚଳାଚଳ ଆରମ୍ଭ ହେବ। ସେହିପରି ବେଙ୍ଗାଲୁରୁ ଓ ଚେନ୍ନାଇକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ।…

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ…

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟ ରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି। ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ…