ବଢ଼ିବ ଝାରପଡ଼ା ଜେଲ୍ର କ୍ଷମତା
ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ଦିନକୁଦିନ କଏଦୀ ସଂଖ୍ୟା ବୃଦ୍ଧି ହେଉଛି। ଏଥିଲାଗି ଅଣ୍ଟାଭିଡ଼ିଛି ଜେଲ ବିଭାଗ। ଝାରପଡ଼ା ସ୍ୱତନ୍ତ୍ର କାରବାରର କଏଦୀଙ୍କ ରହିବାର କ୍ଷମତା ବଢ଼଼ାଇବା ଲାଗି ନୂଆ ଯୋଜନା କରାଯାଇଛି। କାରଗାରରେ କଏଦୀ ରହିବା ପାଇଁ ଆଉ ୧୦୦ଟି ୱାର୍ଡ କରାଯିବ। ଏଥିସହିତ କିନ୍ନରଙ୍କ…