ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Jayapur

୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦୦…

ଜୟପୁର: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ…

ପରଲୋକରେ ଜୟପୁର ରାଜପରିବାରର ଶେଷ ରାଣୀ…

ଜୟପୁର: ଚିର ନିଦ୍ରାରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ…

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ,…

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ଶରୀର ବ୍ୟଥା ହେଉଥିବା ବେଳେ ସାମାନ୍ୟ ଜ୍ୱର ରହିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ପୂର୍ବାହ୍ନ ୧୧ଟାରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ…

ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର…

କୋରାପୁଟ: ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ । ଜୟପୁର ଷ୍ଟେସନ ଠାରୁ ୨ କିଲୋମିଟର ଦୂର ଛତ୍ରିପୁଟ ନିକଟରେ ଏହି ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରାକରୁ ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣା ପଡ଼ିଛି…

ଚପଲରେ ‘ବ୍ଲୁ ଟୁଥ୍’ ସହ ସିମ୍ :…

ଜୟପୁର: ପରୀକ୍ଷାରେ କପି କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ କପି କରିବାକୁ ପରୀକ୍ଷାର୍ଥୀ ୬ ଲକ୍ଷ ଟଙ୍କାର ଚପଲ ବ୍ୟବହାର କରିବା ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନିରରେ । ରାଜସ୍ଥାନ ସରକାରଙ୍କ ପକ୍ଷରୁ…

କଦଳୀ ବୋଝେଇ ଗାଡ଼ିରୁ ୧ ଟନ୍ ଗଞ୍ଜେଇ…

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ । …