ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

jammu kashmir

ଜମ୍ମୁ ଓ କଶ୍ମୀରର ବାରାମୂଲାରେ…

ଜମ୍ମୁ ଓ କଶ୍ମୀର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି ।…

କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷା…

ଜମ୍ମୁ କଶ୍ମୀର: ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ,…

ଜାମ୍ମୁ-କାଶ୍ମୀରର ପୁଞ୍ଚରେ…

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନାକୁ ବଡ ସଫଳତା । ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ। ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତି ୧୧.୩୦ରୁ ଗୁଳି ବିନିମୟ ଜାରି ରହିଥିଲା…

ପିଏମଓ ଅଧିକାରୀ କହି ଜେଡ୍‌ ସୁରକ୍ଷାରେ…

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନକଲି ଅଧିକାରୀମାନଙ୍କ କଳା କାରନାମା ସମସ୍ତଙ୍କ ପାଇଁ ରୋଚକ ହୋଇ ଆସିଛି। କେହି କେତେବେଳେ ନିଜକୁ ଆଇପିଏସ୍‌ କିମ୍ବା ଆଇଏଏସ୍‌ ଅଧିକାରୀ କହି ଲୋକଙ୍କୁ ଭୂଆଁ ବୁଲାଇଥିଲା ବେଳେ ଅନ୍ୟ କେହି ନିଜକୁ ସିବିଆଇ ଅଧିକାରୀ କହି ଲୋକଙ୍କୁ ଲୁଟିବା ପରେ ଧରାପଡ଼ି ଜେଲ ଯାଇଛନ୍ତି।…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଲସ୍କର…

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ସକାଳୁ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ।ଜମ୍ମୁ-କଶ୍ମୀର ପୁଲିସର ସୂଚନା…

କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର…

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ…