Browsing Tag

Jammu and Kashmir

ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲ୍ଲା ଅବନ୍ତିପୁରାରେ ଆଜି ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ । ଦିନକ ପରେ…

ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରୁ…

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ନୂଆ ତରିକାରେ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଜଣେ ଆତଙ୍କବାଦୀକୁ ପୋଲିସ ଗିରଫ କରିଛି, ଯିଏ ନରଓ୍ଵାଲ…

ପୁଣି କଂଗ୍ରେସକୁ ଫେରିବେ କି ଗୁଲାମନବୀ…

ନୂଆଦିଲ୍ଲୀ: କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ଘର ବାହୁଡ଼ା କରି ନିଜ ପାର୍ଟିକୁ ଫେରିପାରନ୍ତି ! ଏ ନେଇ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂତ୍ରରୁ…

ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ…

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁକାଶ୍ମୀରରେ ବିସ୍ଫୋରଣ । ୮ ଘଣ୍ଟା ଭିତରେ ଜମ୍ମୁକାଶ୍ମୀରର ଉଧମପୁରରେ ସିରିଜ ବିସ୍ଫୋରଣ । ଆଜି ଭୋର ୫ଟା ବେଳେ ପାର୍କିଂରେ ଥିବା ବସ୍ ଭିତରେ ବିସ୍ଫୋରଣ ହୋଇଛି । ଘଟଣାରେ ୨ ଜଣ ଗୁରତର ହୋଇଥିବା ବେଳେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆଖପାଖରେ ଥିବା କିଛି…

ପୁଞ୍ଚରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘାଟି…

ପୁଞ୍ଚ: ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବରରୀ ବହ୍ଲା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୧୨ଜଣଙ୍କର ମୃତ୍ଯୁ ଘଟିଛି। ବସରେ ଥିବା ଅନ୍ୟ ୩୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଅହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ବଡ଼…

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ…

ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ,…

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା ।…

ଜାମ୍ମୁ -କାଶ୍ମୀରରେ ଗ୍ରେନେଡ୍…

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଗ୍ରେନେଡ୍ ବିସ୍ଫୋରଣରେ ୨ ଜଣ ଯବାନଙ୍କ ମୃତ୍ଯୁ ଘଟିଛି।  ଜଣେ ସେନା କ୍ଯାପଟେନ ଏବଂ ଜଣେ ଜୁନିୟର କମିଶନ ଅଫିସର (ଜେସିଓ) ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ…

ପୁଲୱାମାରେ ଏନକାଉଣ୍ଟର,…

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି ।…

ହାତରେ ଲାଗିଲା ଦୁଇ କୋଟିର ଲଟେରୀ,…

ଜମ୍ମୁ: ଈଶ୍ବର ଯେବେ କାହାର ଭାଗ୍ୟ ବଦଳାଇବାକୁ ଚାହିଁବେ ତାକୁ କେହି ବି ରୋକିପାରିବେନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀରରେ । ଏଠାକାର ଜଣେ ଯୁବକ ରାତାରାତି କୋଟିପତି ପାଲଟିଯାଇଛନ୍ତି। ଅତି ଗରିବରୁ କୋଟିପତି ହୋଇ ତାଙ୍କ ଭାଗ୍ୟ ବଦଳିଯାଇଛି। ମିଳିଥିବା ଖବର ଅନୁସାରେ ଜମ୍ମୁ…