ଜାମା ମସ୍ଜିଦ୍ରେ ମହିଳାଙ୍କ ପ୍ରବେଶକୁ…
ନୂଆଦିଲ୍ଲୀ: ଜାମା ମସ୍ଜିଦ୍ରେ ଝିଅଙ୍କ ପ୍ରବେଶ ନେଇ କଟକଣା ଲଗାଯାଇଛି। ବିନା ପୁରୁଷରେ ମହିଳାଙ୍କର ସ୍ଜିଦ୍ ଭିତରକୁ ପ୍ରବେଶ ମନା ହୋଇଛି। ଏହି ନିର୍ଦ୍ଦେଶ ଦେଇଛି ଜାମା ମସଜିଦ ପରିଚାଳନା କମିଟି। ଏକୁଟିଆ ହୁଅନ୍ତୁ କିମ୍ବା ଗ୍ରୁପ୍ରେ ଆସନ୍ତୁ ବିନା ପୁରୁଷରେ ମହିଳାମାନେ ମିସ୍ଜିଦ୍ ଭିତରକୁ…