ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Jaleswar

କାନ୍ଥ ପଡ଼ି ପୁଅର ମୃତ୍ଯୁ, ବାପାମାଆ…

ଜଳେଶ୍ବର: କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପୁରୁଣା କାନ୍ଥଟି ପଡ଼ିଯାଇଥିଲା। ସମିର ଉଦ୍ଦିନ…

ଜଳେଶ୍ୱରର ପୂର୍ବତନ ବିଧାୟକ ଜୟ ନାରାୟଣ…

ଜଳେଶ୍ୱର: ପରଲୋକରେ ଜୟ ନାରାୟଣ ମହାନ୍ତି । ଜୟ ନାରାୟଣ ମହାନ୍ତି ହେଉଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ। ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ ବିଧାୟକ ହୋଇଥିଲେ। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ ।  ଭୁବନେଶ୍ୱର ଏମ୍ସରେ…

ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା…

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ଧକ୍କା ଦେଇଛି ବାଇକ୍ । ଫଳରେ  ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବିଳମ୍ବିତ ରାତିରେ କମର୍ଦ୍ଦା ବିଦ୍ୟୁତ…

କମ୍‌‌ ପୁଞ୍ଜି ନିବେଶରେ ହାତିଆ ଘାସ ଚାଷ…

ରାଇବଣିଆ(ଅଶ୍ରୁମୋଚନ ଘୋଷ): ଏଣିକି ଚାଷରୁ ଶସ୍ୟ, ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ ପ୍ରତି ଚାଷୀ ଆକର୍ଷିତ ନ ହୋଇ ଅଧିକ ଲାଭ ପାଇବା ଲାଗି ନୂଆ ନୂଆ ଚାଷ ପଦ୍ଧତିକୁ ଆପଣାଉଛି। ଏବେ ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ହାତିଆ ଘାସ (ହାଇବ୍ରିଡ ସୁପର ନାପିଅର) ଚାଷ କରୁଛନ୍ତି। ଅଧିକ ଲାଭ, କମ୍‌‌ ପୁଞ୍ଜି ଓ…

ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଲା…

ଜଳେଶ୍ବର: ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ…

ବସକୁ ପଛ ପଟୁ ଧକ୍କା ଦେଲା ଆଉ ଏକ ବସ୍,…

ଜଳେଶ୍ଵର: ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ଘଟିଛି ଏହି ସଡକ ଦୂର୍ଘଟଣା। ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଭୟ ବସରେ ଥିବା ୫୦ରୁ ଉର୍ଦ୍ଧ୍ବ…

ଘର ଛାତ ଉପରୁ ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ…

ଜଳେଶ୍ଵର: ଘର ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ୍ଯଦେହ ଉଦ୍ଧାର । ଭୋଗରାଇ ଥାନା ଜୟନଗର ଗ୍ରାମରେ ଘଟିଛି ଏଭଳି ଅଭାବନିୟ ଘଟଣା । ଗ୍ରାମର ଭଗୀରଥ ପରିଡାଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ଘରର ଛାତ ଉପରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ…

ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ…

ଜଳେଶ୍ଵର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ ଓ ଏହାର ଆଖପାଖ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ କୃଷି ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବାବେଳେ ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି…

ପାରିବାରିକ କଳହକୁ କେନ୍ଦ୍ର କରି…

ଜଳେଶ୍ୱର: ସ୍ତ୍ରୀକୁ ଅତି ନିର୍ମମ ଭାବେ ହାଣିଲା ନୃଶଂସ ସ୍ୱାମୀ । ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଲିଲି ଦଣ୍ଡପାଟ । ଅଭିଯୁକ୍ତ…

ବସକୁ ପଛପଟୁ ଧକ୍କା ଦେଲା ଟ୍ରକ;…

ଜଳେଶ୍ଵର: ବସକୁ ପଛପଟୁ ଧକ୍କାଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ । ଟ୍ରକ୍ ଧକ୍କାରେ ଯାତ୍ରୀବାହି ବସ୍ ପ୍ରଧାନ ବସ ଦୁର୍ଘଟଣାଗ୍ରସ୍ତ । NH 60 ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଘଟିଛି ଦୁର୍ଘଟଣା। ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ…