Browsing Tag

Jajpur

ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ…

ଯାଜପୁର: ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଆଜି ଭୋର ସମୟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ବସ୍‌ରେ ଥିବା ୮୦ ଜଣ ଯାତ୍ରୀଙ୍କ…

ଗାଁରେ ପସିଲା ବନ୍ୟାପାଣି: କାଣୀ ନଦୀ…

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଘେରରେ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ଶାଖା ନଦୀ କଣୀରେ ଘାଇ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି। ଘାଇ ଯୋଗଁ ଗାଁରେ ବନ୍ୟାପାଣି ପ୍ରବେଶ…

ମାଆଝିଅଙ୍କ ମୃତ୍ୟୁ ଘଟଣା: ସାଇଡ ମରାକୁ…

ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା ଅଭିଯୁକ୍ତ ।…

ଅଭିନବ ଉପାୟରେ ଠକେଇ; ‘ପସ୍‍’ ମେସିନ୍‍…

ଯାଜପୁର ଟାଉନ: ଅଧିକ ଲୋଭ ଦେଖାଇ ବିଭିନ୍ନ ଦୋକାନରେ ଲଗାଇଥିଲେ ‘ପସ୍‍’ (ପଏଣ୍ଟ ଅଫ୍‍ ସେଲ୍‌ଫ) ମେସିନ। ପ୍ରଥମେ ପ୍ରଥମେ ଦୋକାନର ଆକାଉଣ୍ଟକୁ ଠିକ୍‍ ଠାକ୍‍ ଟଙ୍କା ଆସିଲା। ମାତ୍ର ଏହାପରେ ଅଭିନବ ଉପାୟରେ ଆରମ୍ଭ ହେଲା ଠକେଇ। ପ୍ରାୟ ଅଧକୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ କରିନେଲେ। ଏପରି ଏକ ଠକେଇ ଘଟଣାର…

ଭୁଲ ଟିକାକାରଣ ପାଇଁ ଚାଲିଗଲା ଶିଶୁପତ୍ରର…

ଧର୍ମଶାଳା: ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମରେ ଭୁଲ ଟିକାକରଣ ପାଇଁ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ଶିଶୁ ମୃତ୍ୟୁ ପାଇଁ ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ଦାୟିତ୍ୱହୀନତା କୁ ଦାୟୀ କରି ତାଙ୍କ ବିରୋଧରେ ଶିଶୁ ର ମାଆ ଧର୍ମଶାଳା ଥାନାରେ ଏତଲା…

ଶୌଚ ପାଇଁ ଯାଇଥିଲେ, ତନ୍ତୀ ଘାଇ ନଦୀରେ…

ଯାଜପୁର: ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ଭାସି ମହିଳା ନିଖୋଜ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ଘାଟରେ । ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା ଜଣାପଡିଛି । ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ ବୋଲି…

ରଜରେ ଅଘଟଣ, ଗାଧୋଉଥିବାବେଳେ ପୋଖରୀରେ…

ଯାଜପୁର: ରଜ ପର୍ବର ଶେଷ ଦିନରେ ଅଘଟଣ । ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ। ସୂଚନା ମୁତାବକ, ଆରୁହା ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲିମା ସେଠୀ (୧୪) ଆଜି ସାଙ୍ଗ ମାନଙ୍କ…

ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା:…

ଯାଜପୁର: ବଞ୍ଚିବାର ନୂଆ ରାହା ଦେଖାଉଛି BSKY । ଗରିବଙ୍କ ପାଇଁ ବରଦାନ ପାଲଟିଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ସୁସ୍ଥ ହେଉଛନ୍ତି ଗୁରୁତର ରୋଗୀ ।  ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି ଗରିବ ହିତାଧିକାରୀ । ଯାଜପୁର…

ଚଳନ୍ତା ବାଇକରୁ ମହିଳାଙ୍କୁ ଠେଲି…

ଧର୍ମଶାଳା: ଆଜି ଦିନ ଦ୍ବିପ୍ରହରରେ ୧୬ ନମ୍ଵର ରାଜପଥ ଉପରେ ଜଣେ ମହିଳାଙ୍କୁ ଚଳନ୍ତା ବାଇକରୁ ଠେଲି ଦେଇ ଲୁଟେରାମାନେ ତାଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ୍ ଲୁଟି ନେଇଛନ୍ତି। ମହିଳା ଜଣଙ୍କ ଗୁରୁତର ଆହତ ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟି ଯାଇଥିବା…

ସାମାନ୍ୟ ସମ୍ପତ୍ତି ପାଇଁ ଜଘନ୍ୟ…

ଯାଜପୁର: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ ।ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତଛିଟା। ପାରିବାରିକ କଳହର କରୁଣ ପରିଣତି ନେଲା ଭାଇର ଜୀବନ । ଜମିବାଡ଼ି ବିବାଦରୁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ । ସୂଚନା ଅନୁସାରେ ଜମି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ…