ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

jajapura

୫-ଟି ସଚିବଙ୍କ ଯାଜପୁର ଗସ୍ତର ୩ୟ ଦିନ:…

ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ…

ଟ୍ରକକୁ ପଛପଟୁ ପିଟିଲା ସ୍କୁଟି: ୨ମୃତ, ୧…

ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ସ୍କୁଟି।  ଫଳକେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର…

ଜମି ପାଇଁ ମାଆକୁ ଅସହ୍ୟ ନିର୍ଯାତନା: ଇଟା…

ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା…

ଚାଲିଚାଲି ଯାଉଥିବା ବେଳେ ମାଡ଼ିଗଲା…

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ।ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ଯରେ ଚାଲି ଚାଲି…

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:…

ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ…

ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି:…

ଚଣ୍ଡିଖୋଲ: ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି । ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ ହୋଇଛି। ଧର୍ମଶାଳା ନିର୍ବାଚନ ମଣ୍ଡଳିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ…

ବଢି ପାଣିରେ ବାପ ପୁଅ ଭାସିଯିବା ଘଟଣା:…

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ…

ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ…

ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ବିଶ୍ୱ…

ଯାଜପୁର/ଟାଉନ: ଆଜି ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରିଣୀ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ…

ଅଚିହ୍ନା ବାଳକକୁ ଚୋର ସନ୍ଦେହରେ ମାଡ଼

ସିମୁଳିଆ: କିଛିଦିନ ଧରି ସିମୁଳିଆ ଥାନା ବିଭିନ୍ନ ଅଞ୍ଚଳ ବାରମ୍ବାର ଚୋରି ହେବା ଆଉ ଘଟଣା ଧରା ନ ପଡ଼ିବା ଅସହ୍ୟ ହୋଇି ପଡ଼ିଲେଣି ଅଞ୍ଚଳବାସୀ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳରେ ଗାଁକୁ ପଶି ଚୋରି କରୁଥିବାର ଜଣାଯାଇଛି। ଏପରି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳର ବଧି ଗ୍ରାମର ଅଚିହ୍ନା ନାବାଳକକୁ ଧରି…