ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

jagatsinghpur

ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି…

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ…

ମା’ ଶାରଳାଙ୍କ ପୀଠରେ ନିଷେଧ ହେଲା…

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମା' ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି । ମା' ଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।…

ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ…

ଜଗତସିଂହପୁର: ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ। ଏହି ଅବସରରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଏହାପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ…

୫ଟି ସଚିବଙ୍କ ଜଗତସିଂହପୁର ଗସ୍ତ,…

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି। ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ ପରେ ସଭାସ୍ଥଳକୁ ଯାଇଥିଲେ । ପାଞ୍ଚ ହଜାରରୁ ଅଧିକ ଲୋକ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ…

ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ…

ଜଗତସିଂହପୁର: ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ହେଲେ ବାଟରେ ଜଗିଥିଲା ଯମ । ଟ୍ରକ୍ ଚାପାରେ ଚାପିହୋଇ ଚାଲିଗଲା ମାଆ ଝିଅଙ୍କ ଜୀବନ। ଜଗତସିଂହପୁର ଚସାପଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇଥିଲା ଏକ ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ…

୩୨୧ ଗ୍ରାମ ବ୍ରାଉନସୁଗର ଓ ୯୭ ହଜାର…

ଜଗତସିଂହପୁର: ଜଗତସିଂହପୁର ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ବ୍ରାଉନସୁଗର। ସଦର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଆଳିପିଙ୍ଗଳ ଛକ ନିକଟରେ ଚଢ଼ାଉ କରାଯାଇ ୩୨୧.୬୨ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୯୭ ହଜାର ଟଙ୍କା ଓ ଗୋଟିଏ ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ କଟକ ଜିଲ୍ଲା ନିଆଳି ଥାନା ଅଂଚଳର…

ଜଙ୍ଗଲ ଭିତରୁ ନିଖୋଜ ଯବାନଙ୍କ ଝୁଲନ୍ତା…

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକଟି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ପୋଲିସ ଜବତ…

ଜଗତସିଂହପୁର ଜିଲ୍ଲା ଜଇପୁର ଗାଁରେ ବୟନ…

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ପର୍ଯ୍ୟଟନର କେତେ ରୂପ। କେଉଁଠି ଜଙ୍ଗଲ, ଜୀବଜନ୍ତୁଙ୍କ ଆକର୍ଷଣ ତ କେଉଁଠି ଐତିହ୍ୟର ଅନୁଭବ ନେବାର ଇଛା। ଲୋକକଳା, କାରିଗରୀର ଆକର୍ଷଣରେ ବି ପର୍ଯ୍ୟଟକ ଛୁଟିଆସନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଏବେ…

ଜଗତସିଂହପୁରରେ ହ୍ରାସ ପାଉଛି କିଆଗଛ…

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଭଜନ ଓ ଲୋକଗୀତରେ କିଆ ଫୁଲର ମହକ ନେଇ ଅନେକ ବର୍ଣ୍ଣନା। ଏହାର ବାସ୍ନା ଯେ ମନକୁ ମୋହି ନିଏ କେବଳ ତାହା ନୁହେଁ, ଉପକୂଳ ଅଞ୍ଚଳରେ ପ୍ରାକୃତିକ ପାଚେରୀ ଭଳି କାମ କରେ। ଜୀବନଜୀବିକାରେ ମଧ୍ୟ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳିଆ…

ବାଣ କାରଖାନାରେ ବିସ୍ଫୋରଣ: ୨ମୃତ, ୩…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ  ଏହି ବିସ୍ଫୋରଣରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ…