Browsing Tag

jagatsinghpur

ବନ୍ୟା ପାଇଁ ପୁରୀ ଓ ଜଗତସିଂହପୁର…

ଜଗତସିଂହପୁର/ ପୁରୀ: ବନ୍ୟା ପାଇଁ ସ୍କୁଲ ଛୁଟିକୁ ଆଉ ୨ରୁ ୩ଦିନ ଘୁଞ୍ଚାଇ ଦିଆ ଯାଇଛି। ପୁରୀ ଜିଲ୍ଲାରେ ସ୍କୁଲ ଆଉ ୨ ଦିନ ପାଇଁ ବନ୍ଦ ରହିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ଆଉ ୩ଦିନ ସ୍କଲକୁ ଛୁଟି କରାଯାଇଛି। ଜଗତସିଂହପୁରରେ ବନ୍ୟା ପ୍ରଭାବିତ ବ୍ଲକରେ ୨୨ରୁ ୨୪ ଯାଏ ବନ୍ଦ ରହିବ ସ୍କୁଲ । ୭ ବ୍ଲକରେ…

ବନ୍ୟା ପାଣି ଆସିବା ପୂର୍ବରୁ ନଦୀରୁ ବାଲି…

ଜଗତସିଂହପୁର: ପାରାଦୀପ ବନ୍ଦରାଞ୍ଚଳ ଓ ଏହାର ଆଖପାଖରେ ବୃହତ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ଏଠାରେ ଚାଲିଥିବା ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିଦିନ ହଜାର ହଜାର ଟ୍ରକ ବାଲିର ଆବଶ୍ୟକତା ପଡୁଛି। ତେବେ ବର୍ଷାର୍ ସମୟରେ ନଦୀରୁ ବାଲି ଉଠାଇବା ସମ୍ଭବ ନ ଥିବାରୁ ନଦୀରେ ନୂଆ ପାଣି ଆସିବା ପୁର୍ବରୁ…

ପୁଣି ଲଜ୍ଜା: ଲିଫ୍ଟ ଦେଇ ବିବାହିତ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରୁ ଆସିଛି ଅଭାବନୀୟ ଚିତ୍ର। ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବା ନାଁରେ କରାଯାଇଛି ଗଣଦୁଷ୍କର୍ମ । ଏ ନେଇ ତିର୍ତ୍ତୋଲ ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା…

ପୁଅକୁ ପିଟିପିଟି ମାରିଦେଲେ ବାପା- ମାଆ,…

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ନାବାଳକର ମୃତଦେହ ମିଳିଛି। ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛଇ ପୁଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ…

ନୂଆ ରୂପରେ ଝଟକିବ ଝଙ୍କଡ ପୀଠ; ମାଆ…

ଭୁବନେଶ୍ୱର: ନୂଆ ରୂପରେ ଝଲସିବ ସାରଳା ମନ୍ଦିର । ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟ ବ୍ୟବସ୍ଥା । ବର୍ଷକରେ ସରିବ କାମ । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ…

ଅଗ୍ନିକାଣ୍ଡରେ ଘର ସହ ଜୀବନ୍ତ ଜଳିଗଲେ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ୱାର୍ଡ଼ର ୱାର୍ଡମେମ୍ବରଙ୍କ ମୃତ୍ଯୁ ଘଟିଛି। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ ବୋଲି ଜଣାପଡ଼ିଛି। ଚୁଲିରୁ ନିଆଁ ଲାଗି ଏହି…

ବଦଳିଛି ଢିଙ୍କିଆ ପରିସ୍ଥିତି: ବିକାଶରେ…

ପାରାଦୀପ: ବଦଳିଛି ଢିଙ୍କିଆ ପରିସ୍ଥିତି। ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ଗ୍ରାମବାସୀ ଦେଇଛନ୍ତି ରୋକଠୋକ୍ ଜବାବ। ଦିନେ ଯେଉଁମାନଙ୍କୁ ନିମନ୍ତ୍ରଣ କରି ଗ୍ରାମବାସୀ ଫୁଲ ପକାଇ ପାଛୋଟି ନେଉଥିଲେ, ଆଜି ସେମାନଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରାଯାଉଛି ।  ଢିଙ୍କିଆରେ ପୁଲିସର ଜୁଲମ୍ ଚାଲିଥିବା…

ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀ…

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ପାଚେରୀ ଡେଇଁ ଆଜି ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରାଧୀନ କଏଦୀ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଗଦେଇଗିରି ଗ୍ରାମର ଜୀବନ ଜ୍ୟୋତି ସାହୁ। ସେ ଏକ ନାବାଳିକା ଅପହରଣ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ଥିଲା ବୋଲି ଜେଲ…

ଗାଧୋଇବାବେଳେ ମହାନଦୀରେ ବୁଡି ଦୁଇ ଛାତ୍ର…

ଜଗତସିଂହପୁର: ମହାନଦୀରେ ଗାଧୋଇବା ହେଲା କାଳ । ଜଗତସିଂହପୁର କୁଜଙ୍ଗ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ୨ ଯୁବକ ପଥୁରିଆ ଗ୍ରାମର ବୋଲି ଜଣାପଡିଛି । ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ ସାହୁ ଓ ରାଜେନ୍ଦ୍ର ସାହୁ।…

ଶିକ୍ଷାର ଅଳକାପୁରୀ: ଅଳକା ହାଇସ୍କୁଲ

ଜଗତସିଂହପୁର: ରାଜ୍ୟର ଅନ୍ୟତମ ପ୍ରାଚୀନ ଶିକ୍ଷା କେନ୍ଦ୍ର ଅଳକା ହାଇସ୍କୁଲ । ପରାଧୀନ ଭାରତରେ ରାଜ୍ୟରେ ଗଢି ଉଠିଥିବା କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ । ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା ‘ଅଳକା ଉଚ୍ଚ ବିଦ୍ୟାଳୟ’ ବା ଅଳକା ହାଇସ୍କୁଲ। ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନର…