Browsing Tag

Jagannath Temple

ଐତିହ୍ୟ କରିଡରକୁ ସବୁଜ ସଙ୍କେତ :…

ପୁରୀ : ମହତ୍ତ୍ୱାକାଂକ୍ଷୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପଥରୁ ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‍ଏମ୍‍ଏ) ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ପ୍ରାଧିକରଣର ୩୬୧ତମ ବୈଠକରେ ସ୍ୱତନ୍ତ୍ର ଭାବରେ ଶ୍ରୀମନ୍ଦିର…

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ…

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ‘‘ରାଈଦାମୋଦର ବ୍ରତ’’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା ହୋଇଥିବା ବେଳେ…

ଆସନ୍ତାକାଲି ଅନୁଷ୍ଠିତ ହେବ…

ପୁରୀ : ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି। ଗୁରୁବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଶେଷ ପରେ ସର୍ବସାଧାରଣ ଦର୍ଶନ ଆପାତତଃ ଦିବା ଘ.୨.୦୦ ଟାରୁ ସନ୍ଧ୍ୟା ଘ.୬.୦୦ ଟା ପର୍ଯ୍ୟନ୍ତ ବନ୍ଦ…

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା ,…

ରାତି ପାହିଲେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ଯାତ୍ରା । ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ଉଭାଯାତ୍ରା ପାଳନ ହେଉଛି । ଏଥିପାଇଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବ ମହାପ୍ରଭୁଙ୍କ ଆଜ୍ଞାମାଳ ।…

ଆଜି ମହାପ୍ରଭୁଙ୍କ ବନକଲାଗି,…

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି। ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା…

ସୁସ୍ଥ ହେଲେ ଶ୍ରୀଜିଉ; ଆଜି…

ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଠାକୁର ଅସୁସ୍ଥ ହୋଇପଡ଼ି ଅଣସର ଘରେ ରହିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଇତିମଧ୍ୟରେ ବଡ଼ଓଡ଼ିଆ ମଠରୁ…

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ନୀତି…

ପୁରୀ: ଆସନ୍ତା ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ରହିଛି । ଦୁଇବର୍ଷ ପରେ ମହାପ୍ରଭୁଙ୍କର ଏହି ବିଶେଷ ଯାନିଯାତ୍ରାରେ ଏଥର ସାମିଲ ହେବେ ଭକ୍ତ । ତେଣୁ ଏହାକୁ କିପରି ଶୃଙ୍ଖଳିତ କରାଯିବ ଏବଂ ଏଥିଲାଗି ପ୍ରସ୍ତୁତ ନୀତିକାନ୍ତି କିପରି…

ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବା ସହ ରଥଯାତ୍ରା ସମୟରେ…

ଶ୍ରୀମନ୍ଦିର ବିକାଶକୁ ବିରୋଧ କାହିଁକି ?

ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ…

ହଟିଲା କୋଭିଡ କଟକଣା: ଅନ୍ୟ ଦିନପରି…

ପୁରୀ: ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା । ଏଣିକି ରବିବାରରେ ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ। କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ରବିବାର ସକାଳୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ। ରବିବାର ଅବସରରେ ପୁରୀ…