ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ISRO

ଇସ୍ରୋକୁ ବଡ଼ ସଫଳତା: ‘ପୁଷ୍ପକ’…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ ।ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ,…

ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିବାକୁ…

ନୂଆଦିଲ୍ଲୀ: ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପ୍ରଥମ ଥର ନିମନ୍ତେ ଦୁଇଟି ରକେଟ ବ୍ୟବହାର କରିବ। ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରୁ ପଥର ଓ ମାଟି ସଂଗ୍ରହ କରି ଅଣାଯିବ। ଏହା ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ। ଏଲଭିଏମ-୩ ଓ…

ଆଦିତ୍ୟ ଏଲ୍‌-୧କୁ ବଡ଼ ସଫଳତା:…

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’କୁ ବଡ଼ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଏହି ଯାନରେ ଲାଗିଥିବା ଇନ୍‌-ସିଟୁ ପେଲୋଡ଼ ପ୍ଲାଜମା ଆନାଲାଇଜର ପ୍ୟାକେଜ ଫର ଆଦିତ୍ୟ (ପାପା)ସୂର୍ଯ୍ୟଙ୍କ ବାହ୍ୟ କ୍ଷେତ୍ର କୋରୋନାରୁ ପ୍ଲାଜମା ବାହାରୁଥିବା ଘଟଣାକୁ…

ଆଜି ସନ୍ଧ୍ୟାରେ ଶ୍ରୀହରିକୋଟାରୁ…

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DS କୁ ସତୀଶ ଧୱନ…

ଆଦିତ୍ୟ ଏଲ୍‌-୧ର ସଫଳତା: ଆସିଲା…

ବେଙ୍ଗାଲୁରୁ: ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌-ଡିସ୍କ ଫଟୋଇ ଉଠାଇଛି। ଶୁକ୍ରବାର ସନ୍ଧ୍ୟାରେ ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି। ଏଲ୍‌-୧ର ପେଲୋଡରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ…

‘ଗଗନାୟନ’ ମିଶନର ପ୍ରଥମ ପରୀକ୍ଷଣ ସଫଳ,…

ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍‌କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ…

ଉତକ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ…

ନୂଆଦିଲ୍ଲୀ: ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ୍‌ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ । ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ଉତ୍‌କ୍ଷେପଣ ସମୟରେ କେଉଁ…

ଆଜି ସକାଳ ୮ଟା ୩୦ମିନିଟରେ ଗଗନାୟନ…

ନୂଆଦିଲ୍ଲୀ: ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ଆଜି ସକାଳ ୮ଟା ୩୦ମିନିଟରେ ଗଗନାୟନ ଅଭିଯାନର ପ୍ରଥମ ପରୀକ୍ଷଣ କରିବ ଇସ୍ରୋ । ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ର ପରୀକ୍ଷା କରାଯିବ । ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ…

ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନକୌଶଳ…

ରାମେଶ୍ବରମ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି। ଏହି ଏଜେନ୍ସି ଭାରତୀୟ ଜ୍ଞାନକୌଶଳର ପ୍ରଶଂସାରେ ସତମୁଖ ହୋଇପଡ଼ିଛି। ଦିନେ ଯେଉଁ ଦେଶ…

ଚନ୍ଦ୍ରର ଦକ୍ଷିଣ ମେରୁରେ ହେଲାଣି ସକାଳ,…

ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ…