ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Israel

ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ…

ନୂଆଦିଲ୍ଲୀ: ଭାରତ ଶୁକ୍ରବାର ନିଜ ନାଗରିକଙ୍କୁ ଇରାନ କିମ୍ବା ଇସ୍ରାଏଲ ଗସ୍ତ ନ କରିବାକୁ କହିଛି। ୧୧ ଦିନ ତଳେ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ତେହେରାନ ଖୁବଶୀଘ୍ର ଇସ୍ରାଏଲ…

ଇସ୍ରାଏଲ ସେନାର ଗୁଳିମାଡ଼: ୧୦୪…

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପାଲେଷ୍ଟାଇନ…

ସିରିୟାରେ ଇସ୍ରାଏଲର ଆକ୍ରମଣ, ୫ ମୃତ;…

ତେଲ୍‌ ଆଭିଭ: ଗାଜାରୁ ଗିରଫ କରିଥିବା ପୁରୁଷଙ୍କୁ ଇସ୍ରାଏଲ ସେନା (ଆଇଡିଏଫ) ଡାଇପର ପିନ୍ଧାଉଛି। ପାଲେଷ୍ଟିନୀୟଙ୍କୁ ନିଜ ଦୋଷ ନ ଜଣାଇ ଅଜ୍ଞାତ ସ୍ଥାନକୁ ନିଆଯାଉଛି। ସେଠାରେ ୩୦ରୁ ୫୫ ଦିନ ପର୍ଯ୍ୟନ୍ତ ରଖି ଅକଥନୀୟ ଅତ୍ୟାଚାର ଦିଆଯାଉଛି। ଜାତିସଂଘ ମାନବାଧିକାର କମିଶନ (ୟୁଏନ୍‌ଏଚଆରସି) ଅଧିକାରୀ ଅଜିତ…

ଶତ୍ରୁପକ୍ଷ ଲୋକ ମନେକରି ନିଜ ୩…

ଜେରୁଜେଲମ୍‌: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି। ନିହତ ପଣବନ୍ଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟୋଟା ହୈମ୍‌ ଓ ଆଉ ଜଣଙ୍କ ନାଁ…

ଗାଜା ହସ୍ପିଟାଲ୍‌ରେ ବିସ୍ଫୋରଣ ଇସ୍ରାଏଲ୍…

ନୂଆଦିଲ୍ଲୀ: ବୁଧବାର ଯୁଦ୍ଧଗ୍ରସ୍ତ ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗାଜା ହସ୍‌ପିଟାଲ୍‌ ବ୍ଲାଷ୍ଟ ଘଟଣାରେ ଇସ୍ରାଏଲ୍‌ର ଦୋଷ ନାହିଁ ।  ଅନ୍ୟ କେହି ଏହି ଆକ୍ରମଣ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଇସ୍ରାଏଲ୍‌ର ତେଲ ଅଭିବ୍‌ରେ ପହଞ୍ଚି ବାଇଡେନ୍ ଇସ୍ରାଏଲ୍…

ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ…

ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ…

‘ଆଇରନ ଡୋମ୍‌’ କ’ଣ…

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍‌ ଡୋମ’ । ଆକାଶ ମାର୍ଗରୁ ହେଉଥିବା ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ୨୦୧୧ରେ ଆଇରନ ଡୋମ୍‌ ପ୍ରସ୍ତୁତ କରିଥିଲା। ସେତେବେଳେ ଏହାକୁ ବିଶ୍ବର ସବୁଠାରୁ ଭରସା ଯୋଗ୍ୟ ଡିଫେନ୍ସ ସିଷ୍ଟମ ବୋଲି କୁହାଯାଇଥିଲା। ତେବେ ଗତ ଶନିବାର ଦିନ…

ଭାରତ, ଆମେରିକା , ୟୁଏଇ ଓ ଇସ୍ରାଏଲର ନୂଆ…

ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ…

ନିଜ ଜାଲରେ ଫସିଗଲା ଇସ୍ରାଏଲ୍‌

ତେଲ ଅଭିଭ୍/ୱାଶିଂଟନ : ‘ଯେମିତି କର୍ମ କରିବ ସେମିତି ଫଳ ପାଇବ’। ଏହି ଲୋକକଥାକୁ ଅନେକ ଶୁଣିଥିବେ ନିଶ୍ଚିତ। ଏହି ଲୋକକଥାଟି ଇସ୍ରାଏଲ ପାଇଁ ପ୍ରଯୁଜ୍ୟ। ଏବେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଜାରି ରହିଛି। ପାଲେଷ୍ଟାଇନରୁ ହମାସ(ଇସ୍ରାଏଲ ଏବଂ ପାଶ୍ଚାତ୍ୟ ଦେଶ ଏହାକୁ ଆତଙ୍କବାଦୀ ସଂଗଠନ…

ଇସ୍ରାଏଲର ଲାଗି ବି ଓମର ଉତ୍ସବରେ…

ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।ଇସ୍ରାଏଲର ସବୁଠୁ ବଡ଼ ପର୍ବ ଲାଗି ବି ଓମର ଉତ୍ସବ ପାଳନ ହୁଏ । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର…