ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Iran

ଉତ୍ତରପଶ୍ଚିମ ଇରାନ୍‌ରେ ଭୂମିକମ୍ପ: ୭…

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିବା ରେକର୍ଡ ହୋଇଛି। ଏହ ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ଇରାନରେ ଆଉ ୩ ଆନ୍ଦୋଳନକାରୀଙ୍କୁ…

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ବନ୍ଦ ହେବାର ନା ଧରୁ ନଥିବା ବେଳେ ଆନ୍ଦୋଳନକାରୀଙ୍କ ବିରୋଧରେ ଇରାନ ସରକାର ଦିନକୁ ଦିନ ଅଧିକ କଠୋର ହେବାରେ ଲାଗିଛନ୍ତି। ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ସାରା ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପୂର୍ବରୁ ଦୁଇ ଜଣ…

ଆମେରିକା ଏକ ମାଫିଆ, ୟୁକ୍ରେନକୁ…

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର…

ମୃତ୍ୟୁ ପରେ ମହିଳାଙ୍କ ଶବକୁ ଦିଆଗଲା…

ତେହେରାନ: ଇରାନରେ ସରିଆ ଆଇନର ଥିବା ନିଷ୍ଠୁରତା ସାମ୍ନାକୁ ଆସିଛି। ଏଠାରେ ଫାଶୀଦଣ୍ଡାଦେଶ ପାଇଥିବା ଜଣେ ମହିଳା ଜହରା ଇସ୍ମାଇଲ ହୃଦଘାତରେ ପ୍ରାଣ ହରାଇବା ପରେ ତାଙ୍କ ଶବକୁ ଫାଶୀ ଦିଆଯାଇଛି। ଓକିଲଙ୍କ ଦାବି ଅନୁଯାୟୀ ପୀଡିତାଙ୍କ ଶାଶୂ’ଙ୍କୁ ଜହରାଙ୍କ ମୃତ୍ୟୁର ଚୌକିକୁ ହଟାଇବା ଅଧିକାର ଦେବା ପାଇଁ…