ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ipl fight 2022

୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା :…

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ…

ପଦାର୍ପଣରେ ବାଜିମାତ: ଟାଇଟନ୍ସକୁ…

ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ…

IPL 2022 ଫାଇନାଲ୍: ଗୁଜରାଟକୁ ୧୩୧ ରନର…

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୩୦ରନ କରିଛି। ଆଜିର ଏହି ମାହାମୁକାବ ଜିତିବାକୁ ହେଲେ ଗୁଜରାଟ…

ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା:…

ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ…

ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ…

ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ…

ନିଲାମୀରେ ରହିଥିଲେ ଅଲୋଡ଼ା, ବଦଳ ଖେଳାଳି…

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୁବ ବ୍ୟାଟର ରଜତ ପଟିଦାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଯାଇଛନ୍ତି। ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୫୪ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୭ ଛକା ସହ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳି…

ଆଇପିଏଲ୍‍ କ୍ୱାଲିଫାୟର-୨: ଫାଇନାଲ ଟିକେଟ…

ଅହମ୍ମଦାବାଦ୍‍: ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ ବିଜେତା ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଏହି ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି…

ଗୁଜରାଟକୁ ଭେଟିବ କିଏ ? ଫାଇନାଲ୍‌ ଟିକେଟ…

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ…

ଆଇପିଏଲ୍‍ କ୍ୱାଲିଫାୟର-୨: ଆଜି…

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଶୁକ୍ରବାର ଖେଳାଯିବ। ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଯେଉଁ ଦଳ…

ଆଇପିଏଲ ୨୦୨୨ ଏଲିମିନେଟର : ଲକ୍ଷ୍ନୌ…

କୋଲକାତା : ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ବିଜୟ ପାଇଁ ୨୦୮ ରନ୍‌ର ଟାର୍ଗେଟ ଦେଇଛି। କୋଲକାତାର ଇଡେନ୍‌ ଗାର୍ଡେନରେ ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଟସ୍‌ ଜିତି…