ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

IPL 2022

୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା :…

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ…

ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା:…

ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ…

ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ…

ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ…

ନିଲାମୀରେ ରହିଥିଲେ ଅଲୋଡ଼ା, ବଦଳ ଖେଳାଳି…

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୁବ ବ୍ୟାଟର ରଜତ ପଟିଦାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଯାଇଛନ୍ତି। ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୫୪ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୭ ଛକା ସହ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳି…

ଆଇପିଏଲ୍‍ କ୍ୱାଲିଫାୟର-୨: ଆଜି…

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଶୁକ୍ରବାର ଖେଳାଯିବ। ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଯେଉଁ ଦଳ…

ଆଇପିଏଲ ୨୦୨୨ : ଏଲିମିନେଟର ହାରି…

କୋଲକାତା : ଚଳିତ ଆଇପିଏଲ୍‍-୧୫’ରେ ବୁଧବାର ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍ ଓ ରୟାଲ୍‍ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର୍‍ ମ୍ୟାଚ୍‍ ଅନୁଷ୍ଠିତ ହୋଇଯାଇଛି। ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବୃଥା ହେଲା ଅଧିନାୟକ କେଏଲ…

ରାଜସ୍ଥାନକୁ ହରାଇ ଆଇପିଏଲ ଫାଇନାଲକୁ…

କୋଲକାତା :ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ନବାଗତ ଗୁଜରାଟ ଟାଇଟାନ୍ସ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା  ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି…

ଆଇପିଏଲ୍‌ ପ୍ଲେ ଅଫ ଏବଂ ଫାଇନାଲରେ ବର୍ଷା…

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଚଳିତ ଆଇପିଏଲ୍‍ର ୭୦ତମ ତଥା ଅନ୍ତିମ ଲିଗ୍‍ ମ୍ୟାଚ ଶେଷ ହୋଇଛି। ଏବେ କେବଳ ପ୍ଲେ ଅଫକୁ ଅପେକ୍ଷା କାରଣ ଏହାପରେ ଆଇପିଏଲ ୨୦୨୨ର ଫାଇନାଲ ଖେଳିବା ପାଇଁ ଦୁଇ ଦଳ ସ୍ତିର ହୋଇଯିବ। ମେ ୨୪ରେ ପ୍ରଥମ…

ଆଇପିଏଲ ୨୦୨୨: ଲକ୍ଷ୍ନୌକୁ ୧୪୫ ରନର…

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ…

ଆଇପିଏଲ ୨୦୨୨: ହାଇଦ୍ରାବାଦର ବୋଲିଂ ଆଗରେ…

ମୁମ୍ବାଇ: ହାଇଦ୍ରାବାଦର ଦମଦାର ବୋଲିଂ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି ବେଙ୍ଗାଲୁରୁ ଟିମ । ହାଇଦ୍ରାବାଦ ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିନପାରି ବେଙ୍ଗାଲୁରୁ ଦଳ ୧୬.୧ ଓଭରରେ ମାତ୍ର ୬୮ରନ କରି ଅଲଆଉଟ୍ ହୋଇଯାଇଛି । ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ…