ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

IPL-2021

ଆଇପିଏଲ ୨୦୨୧: ଆରସିବିର ବିଜୟ ଧାରା…

ଚେନ୍ନାଇ: ଆଇପିଏଲ  ୨୦୨୧ରେ ବିଜୟ ଧାରା ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି। କେକେଆର ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୬୬ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଳରେ ଆରସିବି ୩୮ ରନରେ ବିଜୟ ହାସଲ କରିଛି।

ଆଇପିଏଲ ୨୦୨୧: ଟସ୍‌ ଜିତି ଦିଲ୍ଲୀ…

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ ହେବେ। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରିବ କିଙ୍ଗସ୍‌ ପଞ୍ଜାବ।

ଆଇପିଏଲ ୨୦୨୧: କେକେଆରକୁ ୨୦୫ ରନ୍…

ମୁମ୍ବାଇ :  ଆଇପିଏଲ ଦଶମ ମ୍ୟାଚ୍‌ରେ ଆରସିବି ଏବଂ କେକେଆର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଆରସିବି କେକେଆର ଆଗରେ ବିଶାଳ ରନ୍‌ ଛିଡ଼ା କରିଛି। ଆରସିବର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଏବି ଡିଭିଲିୟର୍ସ ଧଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ମ୍ୟାକ୍ସଓ୍ବେଲ ୪୯ ବଲ୍‌ରେ ୭୮ ରନ୍‌ର ପାଳି…

ଆଇପିଏଲ ୨୦୨୧: ହାଇଦ୍ରାବାଦକୁ ୧୫୧ ରନର…

ଚେନ୍ନାଇ: ଆଜିର ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୦ ରନ କରିଛି। ହାଇଦ୍ରାବାଦକୁ ବିଜୟ ଲକ୍ଷ୍ଯ ପାଇଁ ୧୫୧ ରନର ଆବଶ୍ଯକତା ଅଛି।ମୁମ୍ବାଇ ଇଣ୍ଡିଆନ୍ସ…

ମୁମ୍ବାଇ ଇଣ୍ଡିଆନ୍ସ – ସନରାଇଜର୍ସ…

ଚେନ୍ନାଇ : ଆଜିର ଆଇପିଏଲ ମୁକାବିଲାରେ  ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପ୍ରଥମେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ । ପୂର୍ବ ୨ଟି ମ୍ୟାଚ ହାଇଦ୍ରାବାଦ ପରାଜୟ ବରଣ କରିଥିଛି। ଆଜି…

ଚମକିଲେ ଚହର ଓ ଶାହରୁଖ ଖାନ୍: ଚେନ୍ନାଇ…

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୬ ରନ କରିଥିଲା । ଚେନ୍ନାଇକୁ  ପ୍ରଥମ ବିଜୟ…

ଚେନ୍ନାଇ -ପଞ୍ଜାବ ମୁକାବିଲା, ଟସ ଜିତି…

ନୂଆଦିଲ୍ଲୀ: ଆଜିର ଆଇପିଏଲ  ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ…

ଆଜି ପଞ୍ଜାବ-ରାଜସ୍ଥାନ ମୁକାବିଲା

ମୁମ୍ବଇ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚତୁର୍ଥ ଲିଗ୍‍ ମ୍ୟାଚ୍‍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‍ରେ ସୋମବାର ଖେଳାଯିବ। ଏହି ମ୍ୟାଚ୍‍ରେ ବିଶ୍ୱର କିଛି ବିଗ୍‍ ହିଟର ରହିଥିବାରୁ ହାଇ ସ୍କୋରିଂ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି।…

କଲକାତା-ହାଇଦରାବାଦ୍‍ ମୁକାବିଲା: ଟସ…

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ସନ୍‍ରାଇଜର୍ସ ହାଇଦରାବାଦ୍‍  ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ…

ଆଜି କଲକାତା-ହାଇଦରାବାଦ୍‍ ମୁକାବିଲା

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ…